The Ultimate Managed Hosting Platform
ADVERTISEMENT

ଆଇଇଡି ବିସ୍ଫୋରଣ , ଜଣେ ଏଏସପି ଯବାନ ସହିଦ

Facebook
Twitter
LinkedIn

ମାଲକାନଗିରି : ଆଇଇଡି ବିସ୍ଫୋରଣରେ କୋଣ୍ଚା ଏଏସପି ସହିଦ । ସୁକୁମା ଜିଲ୍ଲା କୋଣ୍ଟା-ଏରାବୋରା ରାସ୍ତାରେ ବିସ୍ଫୋରଣ । କୋଣ୍ଟା ଏଏସପି ଆକାଶ ରାଓ ଗିରପୁଞ୍ଜେ ସହିଦ । ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଏଏସପି ସହିଦ । କିଛି ଯବାନ ଓ ଅଧିକାରୀ ଆହତ ହୋଇଥିବା ସୂଚନା । ଆକାଶ ରାଓ ଗିରପୁଞ୍ଜେଙ୍କ ସହିଦ ହେବା ଯୋଗୁଁ ସମଗ୍ର ପୋଲିସ ବିଭାଗରେ ଶୋକର ଛାୟା ଖେଳିଯାଇଛି। ବିସ୍ଫୋରଣରେ କୋଣ୍ଟା ପୋଲିସ ଷ୍ଟେସନ ଇନଚାର୍ଜ (ଟିଆଇ) ଏବଂ ଏସଡିପିଓ ମଧ୍ୟ ଆହତ ହୋଇଛନ୍ତି, ଯାହାଙ୍କ ଚିକିତ୍ସା ଚାଲିଛି । ପୋଲିସ ଦଳ ପାଟ୍ରୋଲିଂରେ ବାହାରିଥିବା ବେଳେ କୋଣ୍ଟା ପୋଲିସ ଷ୍ଟେସନ ଅଞ୍ଚଳରେ ଏହି ଘଟଣା ଘଟିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login