The Ultimate Managed Hosting Platform
ADVERTISEMENT

ଟ୍ରକ-ପିକଅପ ମୁହାଁମୁହିଁ, ୨ ଚାଳକ ଗୁରୁତର

Facebook
Twitter
LinkedIn

ବସ୍ତା : ଟ୍ରକ-ପିଅକ ମୁହାଁମୁହିଁ । ଦୁଇ ଚାଳକ ଗୁରୁତର । ବାଲେଶ୍ଵର ଜିଲ୍ଲା ବସ୍ତା ଥାନା ୬୦ ନମ୍ବର ଜାତୀୟ ରାଜପଥର ଭେଲରା ସ୍ଥିତ ବୁଲବୁଲ ଢ଼ାବା ନିକଟରେ ଟ୍ରକ୍ ଓ ପିକ ଅପ ମୁହାଁମୁହିଁ ଧକ୍କା ହୋଇଛି । ଭେଲରା ଠାରୁ ଗୁଡିଖାଳ ଛକ ପର୍ୟ୍ୟନ୍ତ ରାଜପଥ ମରାମତି କାର୍ୟ୍ୟ ଯୋଗୁଁ ଗୋଟିଏ ରାସ୍ତା ବନ୍ଦ ରଖି ଗୋଟିଏ ରାସ୍ତାରେ ଉଭୟ ପଟୁ ଗାଡ଼ି ଚଳାଚଳ କରୁଛି ରାଜପଥ ବିଭାଗ। ତେବେ ସକାଳ ୬ଟା ସମୟରେ କଟକରୁ କଲିକତା ଅଭିମୁଖେ ଯାଉଥିବା ଏକ ପିକଅପ୍ ଭ୍ୟାନ ନିଜର ଭାରସାମ୍ୟ ହରାଇ ସାମ୍ନାରୁ କଲିକତାରୁ ଆସୁଥିବା ଏକ ଟ୍ରକକୁ ଧକ୍କା ଦେଇଥିଲା।ଫଳରେ ଘଟଣା ସ୍ଥଳରେ ଟ୍ରକ ଓ ପିକ ଅପର ଦୁଇ ଡ୍ରାଇଭର ଗୁରୁତର ହୋଇଥିଲେ। ବସ୍ତା ପୁଲିସ ଏବଂ ରାଜପଥ କର୍ତ୍ତୃପକ୍ଷ ପହଞ୍ଚି ସେମାନଙ୍କୁ ରାଜପଥ ଆମ୍ବୁଲାନ୍ସ ଯୋଗେ ବସ୍ତା ଡାକ୍ତରଖାନାକୁ ପଠାଇଛନ୍ତି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login