The Ultimate Managed Hosting Platform
ADVERTISEMENT

ଜୁଲାଇରୁ ୯୦ ପ୍ରତିଶତ ପରିବାରଙ୍କୁ ମାଗଣା ବିଜୁଳି, ନବୀନ ସରକାରଙ୍କ ଗ୍ୟାରେଣ୍ଟି

Facebook
Twitter
LinkedIn

ଭୁବନେଶ୍ବର: ନବୀନ ସରକାରଙ୍କ ଗ୍ୟାରେଣ୍ଟି । ଜୁଲାଇରୁ ମିଳିବ ମାଗଣା ବିଜୁଳି । ବିଜେଡି ସରକାରଙ୍କ ଜନହିତକର କାର୍ୟ୍ୟ ଦ୍ବାରା ରାଜ୍ୟର ଜନସାଧାରଣ ଉପକୃତ ହେଉଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି ରାଜ୍ୟର ୯୦% ପରିବାରଙ୍କୁ ମାଗଣା ବିଜୁଳି ଯୋଜନାର ଲାଭ ମିଳିବ। ବିଜେଡ଼ି ପୁଣି ଥରେ ଜିତି ସରକାର ଗଠନ କଲେ ଜୁଲାଇ ମାସରୁ ରାଜ୍ୟବାସୀଙ୍କୁ ମାଗଣା ବିଜୁଳି ଯୋଗାଇ ଦିଆଯିବ। ଓଡ଼ିଶାର ଲୋକଙ୍କୁ ଏହି ଯୋଜନା ଅନ୍ତର୍ଗତ ଏବେ ଶହେ ୟୁନିଟ୍ ପର୍ୟ୍ୟନ୍ତ ବିଜୁଳି ମାଗଣା ମିଳିବ। ୧୦୦ରୁ ୧୫୦ ୟୁନିଟ୍ ପର୍ୟ୍ୟନ୍ତ ବିଜୁଳି ବ୍ୟବହାର ଉପରେ ଗ୍ରାହକମାନେ ରିହାତି ପାଇବେ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login