The Ultimate Managed Hosting Platform
ADVERTISEMENT
Latest News
The Ultimate Managed Hosting Platform
Latest News

ଖାଲି ପେଟରେ ଖାଆନ୍ତୁ ବୁଟ , କମିବ ଓଜନ

Facebook
Twitter
LinkedIn

ବ୍ୟୁରୋ : ବୁଟରେ ପ୍ରୋଟିନ, ଫୀଇବର , କ୍ୟାଲସିୟମ , ସୋଡିୟମ ଭଳି ଅନେକ ପୋଷକ ତତ୍ୱ ରହିଛି । ତେଣୁ ସକାଳୁ ଖାଲି ପେଟରେ ଭିଜା ଯାଇଥିବା ବୁଟ ଖାଇଲେ ମିଳିବ ଅନେକ ଫାଇଦା । ରାତିରେ ବୁଟ ବତୁଳାଇ ସକାଳୁ ଖାଲି ପେଟରେ ଖାଇଲେ ଶରୀରର ଅନେକ ଚିନ୍ତା ଦୂର ହୋଇଯିବ । ଆସନ୍ତୁ ଜାଣିବା ଏହି ବୁଟରୁ କଣ ସବୁ ଫାଇଦା ମିଳିଥାଏ ।
ହଜମ ପ୍ରକ୍ରିୟା ଭଲ ହେବ- ପ୍ରତିଦିନ ଭିଜାଇଥିବା ବୁଟ ଖାଇବା ଦ୍ୱାରା ହଜମ ପ୍ରକ୍ରିୟାରେ ଉନ୍ନତି ହୋଇଥାଏ କାରଣ ବୁଟରେ ଫାଇବରର ମାତ୍ରା ଅଧିକ ଥାଏ । ଯାହା ପେଟର ବିଷାକ୍ତ ପଦାର୍ଥ ବାହାର କରିବାରେ ସାହାଯ୍ୟ କରେ । ଯଦି ଆପଣ ହଜମ ପ୍ରକ୍ରିୟାରେ ଅସୁବିଧାରେ ପଡ଼ନ୍ତି ତେବେ ଆପଣ ଭିଜାଇଥିବା ବୁଟ ଖାଇପାରିବେ ।
ସୁସ୍ଥ ରହିବ ହୃଦୟ – ଭଇଜା ଯାିଥିବା ବୁଟ ଖାଇବା ଦ୍ୱାରା ଆପଣଙ୍କ ହୃଦୟରେ ଉନ୍ନତି ହୋଇଥାଏ । ବୁଟରେ ଥିବା ପୋଟାସିୟମ୍ ଏବଂ ମ୍ୟାଗ୍ନେସିୟମ୍ ମଧ୍ୟ ହୃଦୟ ପାଇଁ ଲାଭଦାୟକ ଅଟେ । ଯଦି ଆପଣଙ୍କର ହୃଦଘାତ ଅଛି ତେବେ ଆପଣ ପ୍ରତିଦିନ ଭିଜାଇଥିବା ବୁଟ ଖାଇବା ଉଚିତ୍ ।
ଓଜନ ହ୍ରାସ କରିବାରେ ସାହାଯ୍ୟ କରେ -ଓଜନ ହ୍ରାସ କରିବାର ଏହା ହେଉଛି ସହଜ ଉପାୟ । ହଁ, ଯଦି ଆପଣ ଓଜନ ହ୍ରାସ କରିବାକୁ ଚାହାଁନ୍ତି, ତେବେ ଆପଣ ଖାଲି ପେଟରେ ପ୍ରତିଦିନ ଭିଜାଇଥିବା ବୁଟ ଖାଇପାରିବେ । ବୁଟ ଫାଇବରରେ ଭରପୂର ଅଟେ । ତେଣୁ, ଯଦି ଆପଣ ପ୍ରତିଦିନ ସକାଳେ ଭିଜାଇଥିବା ବୁଟ ଖାଆନ୍ତି ତେବେ ଆପଣ ଦୀର୍ଘ ସମୟ ପର୍ୟ୍ୟନ୍ତ ଭୋକିଲା ଅନୁଭବ କରିବେ ନାହିଁ ।
ପ୍ରତ୍ୟାଖ୍ୟାନ: ପ୍ରିୟ ପାଠକ, ଆମର ଖବର ପଢିଥିବାରୁ ଧନ୍ୟବାଦ । ଏହି ଖବର କେବଳ ଆପଣଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଲେଖାଯାଇଛି । ଏହାକୁ ଲେଖିବାରେ ଆମେ ଘରୋଇ ଉପଚାର ଏବଂ ସାଧାରଣ ତଥ୍ୟର ସାହାଯ୍ୟ ନେଇଛୁ । ଯଦି ତୁମେ ତୁମର ସ୍ୱାସ୍ଥ୍ୟ ସହିତ ଜଡିତ କିଛି ପଢିଛ, ଏହାକୁ ଗ୍ରହଣ କରିବା ପୂର୍ବରୁ ନିଶ୍ଚିତ ଭାବରେ ଡାକ୍ତରଙ୍କ ସହିତ ପରାମର୍ଶ କର ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଅପରେସନ ସିନ୍ଦୂରରେ ଭାରତର କିଛି ବି କ୍ଷତି ହୋଇନି , ଯଦି ଅଛି ତେବେ ଗୋଟେ ଫଟୋ ଦେଖାଅ : ଅଜିତ ଡୋଭାଲ

ଅପରେସନ ସିନ୍ଦୂରରେ ଭାରତର କିଛି ବି କ୍ଷତି ହୋଇନି , ଯଦି ଅଛି ତେବେ ଗୋଟେ ଫଟୋ ଦେଖାଅ : ଅଜିତ ଡୋଭାଲ

ନୂଆଦିଲ୍ଲୀ : ଅପରେସନ ସିନ୍ଦୂରକୁ ନେଇ ବିଦେଶୀ ଗଣମାଧ୍ୟମ ଉପରେ ବର୍ଷିଲେ ଏନଏସଏ ଅଜିତ ଡୋଭାଲ । ଅପରେସନ ସିନ୍ଦୂରରେ ଭାରତ ଆଦୌ କ୍ଷତି ସହିନି ।...

ADVERTISEMENT
ପାଚିଲା ଅମୃତଭଣ୍ଡା ରସକୁ ପିଇଲେ ମିଳେ ଅନେକ ଫାଇଦା, ଆଖି ପାଇଁ ଲାଭଦାୟକ

ପାଚିଲା ଅମୃତଭଣ୍ଡା ରସକୁ ପିଇଲେ ମିଳେ ଅନେକ ଫାଇଦା, ଆଖି ପାଇଁ ଲାଭଦାୟକ

ବ୍ୟୁରୋ : ଅମୃତଭଣ୍ଡା ଫାଇବର, ଭିଟାମିନ୍, ମିନେରାଲ୍ ଏବଂ ଆଣ୍ଟିଅକ୍ସିଡାଣ୍ଟରେ ଭରପୂର ଏକ ଫଳ । ପିଲାଙ୍କଠାରୁ ବୃଦ୍ଧ ପର୍ୟ୍ୟନ୍ତ ଘରର ସମସ୍ତଙ୍କ ଖାଦ୍ୟରେ ଅମୃତଭଣ୍ଡା ସାମିଲ...

Login