The Ultimate Managed Hosting Platform
ADVERTISEMENT

କୁମକୁମ ଭାଗ୍ୟ’ ନଜର ଆସିବେନି ଶବ୍ବୀର

Facebook
Twitter
LinkedIn

ଆଉ ‘କୁମକୁମ ଭାଗ୍ୟ’ ସିରିଏଲରେ ନଜର ଆସିବେନି ଅଭିଷେକ ମେହରା। ଘରେ ଘରେ ଏହି ନାମରେ ପରିଚିତ ହୋଇଥିବା ଶବ୍ବୀର ଅହଲୁୱାଲିଆ ‘କୁମକୁମ ଭାଗ୍ୟ’ ସହ ପ୍ରାୟ ୭ ବର୍ଷର ସମ୍ପର୍କକୁ ଛାଡୁଛନ୍ତି। ଏହି ଖବର ଶବ୍ବୀରଙ୍କ ଫ୍ୟାନଙ୍କୁ ଉଦାସ କରିଛି। ଜୀବନରେ ଆଗକୁ ବଢ଼ିବାକୁ ଛୋଟ ପରଦାର ମୋଷ୍ଟ ହ୍ୟାଣ୍ଡସମ୍‌ ଓ ଟ୍ୟାଲେଣ୍ଟେଡ ଆକ୍ଟର ଏପରି ନିଷ୍ପତ୍ତି ନେଇଥିବା ଶୁଣିବାକୁ ମିଳୁଛି।

ସୂଚନା ଅନୁଯାୟୀ, ଶବ୍ବୀର ଏକ ମେଗା ସିରିଏଲରେ ମୁଖ୍ୟ ଚରିତ୍ର ପାଇଥିବା ବେଳେ ଶବ୍ବୀର ପ୍ରୋଜେକ୍ଟ ସାଇନ୍‌ କରି ନ ଥିବା ଜଣାପଡିଛି । କିନ୍ତୁ କୁହାଯାଉଛି ଆସନ୍ତା ମାର୍ଚ୍ଚ ବେଳକୁ ଏହା ଅନଲାଇନ୍‌ ଆସିବ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଘର ଭିତରେ ରକ୍ତାକ୍ତ ମୃତଦେହ

ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ

ପାଲଲହଡା : ପରକୀୟା ପ୍ରୀତି ହେଲା କାଳ । ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ । ଖମାର ଥାନା ସିଆରିମାଳିଆ...

ADVERTISEMENT
ଦୁର୍ଘଟଣାରେ ୩ ବାଇକ ଆରୋହୀ ମୃତ

ଦୁର୍ଘଟଣା ; ଚାଲିଗଲା ଗୋଟିଏ ପରିବାରର ୬ ଜଣଙ୍କ ଜୀବନ

ଉତ୍ତରପ୍ରଦେଶ ; ଉତ୍ତରପ୍ରଦେଶର ମୋରାଦାବାଦରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଯେଉଁଥିରେ ଗୋଟିଏ ପରିବାରର ୬ ସଦସ୍ୟଙ୍କର ମୃତ୍ୟୁ ଘଟିଛି । ଏକ ଦ୍ରୁତଗାମୀ...

ଯୁବପିଢୀଙ୍କ କ୍ଷେତ୍ରରେ କାହିଁକି ବଢୁଛି ଆତ୍ମହତ୍ୟା ?

କନଷ୍ଟେବଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ରାଉରକେଲା : ଝୁଲନ୍ତା ଅବସ୍ଥାରେ କନଷ୍ଟେବଳଙ୍କ ମୃତଦେହ ଉଦ୍ଧାର । ଉଦିତନଗର ଥାନା ବାସନ୍ତୀ କଲୋନୀ ବାସଭବନରୁ ଉଦ୍ଧାର । କେଉଁ ପରିସ୍ଥିତିରେ ପୋଲିସ କର୍ମଚାରୀ ଏଭଳି...

Login