The Ultimate Managed Hosting Platform
ADVERTISEMENT

ଏଟିଏମ ଭାଙ୍ଗି ଲୁଟିନେଲେ

Facebook
Twitter
LinkedIn

ଢେଙ୍କାନାଳ : ଏଟିଏମ ଭାଙ୍ଗି ଲୁଟିନେଲେ ଦୁର୍ବୁତ୍ତ । ପ୍ରମାଣ ନଷ୍ଟ ପାଇଁ କ୍ୟାମେରା ହାର୍ଡ ଡିସ୍କ ଭାଙ୍ଗିବା ସହ ଏଟିଏମରେ ନିଆଁ ଲଗାଇ ଦେଇଛନ୍ତି । ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ପଞ୍ଚୁବଟି ନିକଟରେ ଏନଏଚ-୫୫ ପାଖରେ ଥିବା ଏସବିଆଇ ଏଟିଏମରୁ ଲୁଟ ହୋଇଛି । ସୂଚନା ଅନୁସାରେ ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଏଟିଏମ୍କୁ ତାଡି ଟଙ୍କା ବାହାର କରିଥିଲେ । ଆଉ ପ୍ରମାଣ ନଷ୍ଟ କରିବାରୁ ସେଠାରେ ଲାଗିଥିବା ସିସିଟିଭି କ୍ୟାମେରା, ହାର୍ଡଡିସ୍କକୁ ଭାଙ୍ଗି ସାଂଗରେ ନେଇଯାଇଥିଲେ । ଏଟିଏମ୍ରେ ନିଆଁ ଲଗାଇ ପୋଡି ଦେଇଥିଲେ । କୌଣସି ସୂତ୍ରରୁ ଖବର ପାଇ ପୋଲିସ ଲୁଟେରାଙ୍କ ପିଛା କରିଥିଲା । ମୋଟଙ୍ଗା ଥାନା ଅଞ୍ଚଳରୁ କାର୍ ସହ ୨ ଲୁଟେରାଙ୍କୁ କାବୁ କରିଥିଲା । ତେବେ ପୋଲିସକୁ ଚକ୍ମା ଦେଇ ଅନ୍ୟ ଏକ କାର୍ରେ ଟଙ୍କା ସହ ଲୁଟେରା ଖସି ଯିବାକୁ ସକ୍ଷମ ହୋଇଥିଲେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଜିତିବା ହାରିବା ଅଲଗା କଥା କିନ୍ତୁ ଲଢିବି ; ସ୍ନେହାଙ୍ଗିନୀ ଛୁରିଆ

ଜିତିବା ହାରିବା ଅଲଗା କଥା କିନ୍ତୁ ଲଢିବି ; ସ୍ନେହାଙ୍ଗିନୀ ଛୁରିଆ

ନୂଆପଡା : ନୂଆପଡା ଉପନିର୍ବାଚନ ପାଇଁ ବିଜେଡି ପ୍ରାର୍ଥୀ ଥିବା ସ୍ନେହାଙ୍ଗିନୀ ଛୁରିଆଙ୍କ ପ୍ରତିକ୍ରିୟା । ମୁଁ ଓଡିଶା ସାରା ବୁଲୁଛି, ପାଖ ଦୂର କିଛି ନୁହେଁ,...

ADVERTISEMENT

Login