ନୂଆଦିଲ୍ଲୀ : ଉତ୍ତର କୋରିଆରୁ ଏକ ଆଶ୍ଚର୍ୟ୍ୟଜନକ ଖବର ସାମ୍ନାକୁ ଆସିଛି । ଯାହା ସମସ୍ତଙ୍କୁ ଚକିତ କରିଛି । ବିଶେଷ କରି ସାଉଥ୍ କୋରିଆନ୍ ଡ୍ରାମା (କେ-ଡ୍ରାମା) ସେୟାର କରୁଥିବାରୁ ଲୋକଙ୍କୁ ମୃତ୍ୟୁଦଣ୍ଡ ଦିଆଯାଉଛି । ଶୁକ୍ରବାର ସଂଯୁକ୍ତ ରାଷ୍ଟ୍ରର ମାନବଧିକାରୀଙ୍କୁ ଦାବି କରିଛନ୍ତି । ବିଦେଶୀ ଟିଭି ଶୋ ସେୟାର କରିବା ଭଳି ଅପରାଧ ପାଇଁ ମୃତ୍ୟୁଦଣ୍ଡ ଦିଆଯାଉଛି । ନୂଆ ଆଇନ ଅନୁଯାୟୀ, ବିଦେଶୀ ଟିଭି ଧାରାବାହିକ ବିଶେଷକରି ଦକ୍ଷିଣ କୋରିଆର ଲୋକପ୍ରିୟ ଟିଭି ଶୋ’ ସେୟାର କରିବା ପାଇଁ କିଛି ଲୋକଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଛି । ଯେତେବେଳେ ବିଶ୍ୱର ଅନ୍ୟ ଦେଶ Netflix, Disney+ ଏବଂ YouTube ଫିଲ୍ମ ଦେଖନ୍ତି ସେତେବେଳେ ଉତ୍ତର କୋରିଆରେ ଏମିତି କିଛି କରିବା ଜୀବନ ପାଇଁ ସବୁଠାରୁ ବଡ଼ ବିପଦ ପାଲଟିଛି । ଯେଉଁମାନେ ଏହି ଧାରାବାହିକଗୁଡ଼ିକୁ ସେମାନଙ୍କ ପଡ଼ୋଶୀ କିମ୍ବା ବନ୍ଧୁମାନଙ୍କ ସହିତ ସେୟାର କରନ୍ତି ସେମାନଙ୍କୁ ‘ଅପରାଧୀ’ ଘୋଷଣା କରାଯାଇ ମୃତ୍ୟୁଦଣ୍ଡ ଦିଆଯାଇଥିଲା । ଯାହାର ମୃତ୍ୟୁଦଣ୍ଡ ସଂଖ୍ୟା କୋଭିଡ୍- ୧୯ ପରଠାରୁ ବଢିବାରେ ଲାଗିଛି ।
ଉତ୍ତର କୋରିଆରେ ଫିଲ୍ମ ଦେଖିବା ମନା ; ଦେଖିଲେ ମିଳୁଛି ଭୟଙ୍କର ଦଣ୍ଡ

Facebook
Twitter
LinkedIn
Facebook
Twitter
LinkedIn
Recent News
ଉପର ପଡିଆରେ ବାଲିଯାତ୍ରା ଆୟୋଜନ ପ୍ରସ୍ତୁତି
କଟକ : ଉପର ପଡିଆରେ ବାଲିଯାତ୍ରା ଆୟୋଜନ ନେଇ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି । ହାଇକୋର୍ଟ ରାୟ ପରେ ସ୍ପଷ୍ଟ କଲେ କଟକ ଅତିରିକ୍ତ ଜିଲ୍ଲାପାଳ ।...
ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁ ; ଯବାନ ସ୍ୱାମୀ ଅଟକ
କୋରାପୁଟ : ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁକୁ ନେଇ ଯବାନ ସ୍ୱାମୀଙ୍କୁ ଅଟକ ରଖିଲା ପୋଲିସ । ଘର ଭିତରେ ପୋଡିଯାଇ ଆଇଆରବି ଯବାନଙ୍କ ପତ୍ନୀଙ୍କ ମୃତ୍ୟୁ ମାମଲା...
ବାଇକ ଡିକି ଭାଙ୍ଗି ୪ ଲକ୍ଷ ୬୦ ହଜାର ଲୁଟ
ଭଦ୍ରକ : ଡିକି ଭାଙ୍ଗି ନେଇଗଲେ ୪ ଲକ୍ଷ । ବାଇକ ଡିକି ଭାଙ୍ଗି ୪ ଲକ୍ଷ ୬୦ ହଜାର ଟଙ୍କା ଲୁଟ ହୋଇଥିବା ନେଇ ଅଭିଯୋଗ...
CBI ଜାଲରେ RPF ହାବିଲଦାର
ରାଉରକେଲା : ସିବିଆଇ ଜାଲରେ ବନ୍ଧମୁଣ୍ଡା ଅଞ୍ଚଳର ଆରପିଏଫ ହାବିଲଦାର । ୧୫ ହଜାର ଟଙ୍କା ଲାଞ୍ଚ ନେଇ ଆରପିଏଫ ହାବିଲହାର ମହମ୍ମଦ ଇଜହାର କାବୁ ।...