The Ultimate Managed Hosting Platform
ADVERTISEMENT

ଶୁଦ୍ଧିକ୍ରିୟା ବେଳେ ଅଘଟଣ ; ମହାନଦୀରେ ପୁତୁରା ମୃତ, ଦାଦା ନିଖୋଜ

Facebook
Twitter
LinkedIn

ଜଗତସିଂହପୁର : ମହାନଦୀରେ ବୁଡି ପୁତୁରାର ଚାଲିଗଲା ଜୀବନ । ଅନ୍ୟପଟେ ଦାଦା ନିଖୋଜ । ଶୁଦ୍ଧିକ୍ରିୟା ବେଳେ ତିର୍ତ୍ତୋଲ ବ୍ରିଜ ନିକଟରେ ଅଘଟଣ ଘଟିଛି । ପ୍ରଥମେ ପୁତୁରା ବୁଡି ଯାଇଥିଲେ , ଉଦ୍ଧାର କରିବାକୁ ଯାଇ ଦାଦା ନିଖୋଜ ହୋଇ ଯାଇଛି । ଅଗ୍ନିଶମ ବାହିନୀ ପକ୍ଷରୁ ଖୋଜାଖୋଜି ଜାରି ହୋଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login