The Ultimate Managed Hosting Platform
ADVERTISEMENT
Latest News
The Ultimate Managed Hosting Platform
Latest News

ଉଠା ଦୋକାନ ଉଚ୍ଛେଦକୁ ବିରୋଧ

Facebook
Twitter
LinkedIn

ଭୁବନେଶ୍ୱର : ଉଠା ଦୋକାନ ଉଚ୍ଛେଦକୁ ଦୋକାନୀଙ୍କ ବିରୋଧ । ୟୁନିଟ-୨ ମାର୍କେଟ ବିଲ୍ଡିଂ କେଶରୀ ମଲ୍ ପାଖରେ ବିରୋଧ । ବିଏମସିର ଏନଫୋର୍ସମେଣ୍ଟ ସ୍କ୍ୱାର୍ଡ ଭାଙ୍ଗିଲା ବେଳେ ବିରୋଧ କଲେ । ଘଟଣାସ୍ଥଳରେ ଦୋକାନୀଙ୍କ ସହ ଏନଫୋର୍ସମେଣ୍ଟ ସ୍କ୍ୱାର୍ଡଙ୍କ ସହ ଯୁକ୍ତତର୍କ ହୋଇଥିଲା । ପୋଲିସ ପହଁଚିବା ପରେ ଉଚ୍ଛେଦ ବନ୍ଦ ହୋଇଥିଲା । ତେବେ ପୂର୍ବରୁ କୌଣସି ସୂଚନା ନ ଦେଇ ଓ ଥଇଥାନ କରାନଯାଇ ଉଚ୍ଛେଦ କରାଯାଉଥିବାରୁ ଉଠାଦୋକାନୀମାନେ ବିରୋଧ କରୁଛନ୍ତି । ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ବିଏମସି ବେଖାତିର କରୁଥିବା ଅଭିଯୋଗ ହୋଇଛି । ଏପରିକି ଏହି ଉଚ୍ଛେଦ ସମୟରେ ମହିଳା ଦୋକାନୀଙ୍କୁ ବିଏମସି ଅଧିକାରୀ ଦୁର୍ବ୍ୟବହାର କରିଥିବା ମଧ୍ୟ ଅଭିଯୋଗ ହୋଇଛି । ମହିଳା ଉଠା ଦୋକାନୀଙ୍କୁ ବାସନ ମାଜିବାକୁ ବିଏମସି ଅଧିକାରୀ କହିଛନ୍ତି । ଏନେଇ କାର୍ୟ୍ୟାନୁଷ୍ଠାନ ଦାବି ହୋଇଛି । ୨୪ ଘଣ୍ଟା ମଧ୍ୟରେ କାର୍ୟ୍ୟାନୁଷ୍ଠାନ ନିଆ ନହେଲେ ବାସଭବନ ଘେରାଉ କରିବାର ଉଠାଦୋକାନୀମାନେ ଚେତବାନୀ ଦେଇଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ପାକିସ୍ତାନକୁ ଅସ୍ତ୍ରଶସ୍ତ୍ର ପଠାଇଥିଲା ଆମେରିକା !

ପାକିସ୍ତାନକୁ ଅସ୍ତ୍ରଶସ୍ତ୍ର ପଠାଇଥିଲା ଆମେରିକା !

ନୂଆଦିଲ୍ଲୀ : ପାକିସ୍ତାନକୁ ୨ବିଲିୟନ ଡଲାରର ଅସ୍ତ୍ରଶସ୍ତ୍ର ପଠାଇଥିଲା ଆମେରିକା। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଭାରତ ଉପରେ ଶୁଳ୍କ ଲାଗୁ ନେଇ ଆରମ୍ଭ ହୋଇଥିବା ଉତ୍ତେଜନା...

ADVERTISEMENT
ସୋଭନା ମହାନ୍ତିଙ୍କୁ ମହିଳା କମିଶନ ଅଧ୍ୟକ୍ଷା ଓ ବବିତା ପାତ୍ରଙ୍କୁ ଶିଶୁ ସୁରକ୍ଷା ଆୟୋଦ ଅଧ୍ୟକ୍ଷା ଭାବେ ନିଯୁକ୍ତ ଦେଲେ ରାଜ୍ୟ ସରକାର

ସୋଭନା ମହାନ୍ତିଙ୍କୁ ମହିଳା କମିଶନ ଅଧ୍ୟକ୍ଷା ଓ ବବିତା ପାତ୍ରଙ୍କୁ ଶିଶୁ ସୁରକ୍ଷା ଆୟୋଦ ଅଧ୍ୟକ୍ଷା ଭାବେ ନିଯୁକ୍ତ ଦେଲେ ରାଜ୍ୟ ସରକାର

ଭୁବନେଶ୍ୱର : ସୋଭନା ମହାନ୍ତି ହେଲେ ନୂଆ ମହିଳା କମିଶନ ଅଧ୍ୟକ୍ଷା । ୩ ବର୍ଷ ପାଇଁ ନିଯୁକ୍ତ ହେଲେ ରାଜ୍ୟ ସରକାର । ନିଯୁକ୍ତି ନେଇ...

Login