The Ultimate Managed Hosting Platform
ADVERTISEMENT
Latest News
The Ultimate Managed Hosting Platform
Latest News

ଆସୁଛି ଲଘୁଚାପ !

Facebook
Twitter
LinkedIn

ଭୁବନେଶ୍ୱର : ମେ’ ମାସରେ ଭୀଷଣ ତାତି ଅନୁଭୂତ ହେବ । ଅଧିକାଂଶ ସ୍ଥାନରେ ସ୍ୱାଭାବିକଠାକୁ ଅଧିକ ରହିବ ପାରଦ । ଭାରତୀୟ ପାଣିପାଗ ବିଭାଗ ଏମିତି ପୂର୍ବାନୁମାନ କରିଛି । ଓଡ଼ିଶାରେ ମେ ମାସରେ ସ୍ୱାଭାବିକଠାରୁ ଅଧିକ ରହିପାରେ ତାପମାତ୍ରା । ଅଧିକ ହେବ ଗରମ । ସ୍ୱାଭାବିକଠାରୁ ଅଧିକ ତାତି ହେବାର ସମ୍ଭାବନା ୫୫ରୁ ୬୫ ପ୍ରତିଶତ ରହିଛି । ଏହାରି ଭିତରେ ଆଶ୍ଵସ୍ତି କର ଖବର ମିଳିଛି । ଆଇଏମ୍ଡି ଡିଜି ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ମେ’ ଦ୍ୱିତୀୟ ସପ୍ତାହରେ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଲଘୁଚାପ କ୍ଷେତ୍ର । ଦକ୍ଷିଣ ପୂର୍ବ ବଙ୍ଗୋପସାଗର କିମ୍ବା ଆଣ୍ଡାମାନ ସାଗର ଅଂଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ନେଇ କିଛି ସମ୍ଭାବନା ରହିଛି । ଗତ ୪ ବର୍ଷ ହେଲା ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇ ବାତ୍ୟାର ରୂପ ନେଉଛି । ତେଣୁ ମେ’ ମାସରେ ବଙ୍ଗୋପସାଗର ଉପରେ ରହିଛି ସମସ୍ତଙ୍କ ନଜର ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଦୁର୍ଘଟଣାରେ ୩ ବାଇକ ଆରୋହୀ ମୃତ

ଗଛରେ ପିଟି ହେଲା କାର , ବ୍ୟାଙ୍କ ମ୍ୟାନେଜରଙ୍କ ଚାଲିଗଲା ଜୀବନ

ବଲାଙ୍ଗୀର : ବଲାଙ୍ଗୀରଜିଲ୍ଲା ବନ୍ଧପଡ଼ା ରାସ୍ତାରେ ଚଳନ୍ତା କାର୍କୁ ଧକ୍କା ଦେଳା ଦ୍ରୁତଗାମୀ ଟ୍ରକ୍। କାର ଦୁର୍ଘଟଣାରେ ବ୍ୟାଟଙ୍କ ମ୍ୟାନେଜରଙ୍କ ମୃତ୍ୟୁ ଘଟିଛି। ଟ୍ରକ୍ ଦୁର୍ଘଟଣାର ସାମ୍ନା...

ADVERTISEMENT
ପାକିସ୍ତାନକୁ ଅସ୍ତ୍ରଶସ୍ତ୍ର ପଠାଇଥିଲା ଆମେରିକା !

ପାକିସ୍ତାନକୁ ଅସ୍ତ୍ରଶସ୍ତ୍ର ପଠାଇଥିଲା ଆମେରିକା !

ନୂଆଦିଲ୍ଲୀ : ପାକିସ୍ତାନକୁ ୨ବିଲିୟନ ଡଲାରର ଅସ୍ତ୍ରଶସ୍ତ୍ର ପଠାଇଥିଲା ଆମେରିକା। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଭାରତ ଉପରେ ଶୁଳ୍କ ଲାଗୁ ନେଇ ଆରମ୍ଭ ହୋଇଥିବା ଉତ୍ତେଜନା...

Login