The Ultimate Managed Hosting Platform
ADVERTISEMENT

ଆଖି ତଳ କଳା ପଡୁଛି କି ?

Facebook
Twitter
LinkedIn

ବର୍ତ୍ତମାନ ସମୟରେ ଆଖିତଳ କଳା ପଡିବା ସମସ୍ୟା ବଢିବାରେ ଲାଗିଛି । ଖାସ କରି ଝିଅ ମାନେ ଏ ନେଇ ଅଧିକ ଚିନ୍ତିତ ରହୁଛନ୍ତି । ଅତ୍ୟଧିକ ଫୋନ ବ୍ୟବହାର କରିବା, କମ୍ପ୍ୟୁଟର ସାମ୍ନାରେ ବସିବା ଏବଂ ଅନ୍ୟାନ୍ୟ କାରଣ ଯୋଗୁଁ ଆଖିତଳ କଳା ପଡିଥାଏ । ଆଖିତଳ କଳା ନପଡିବା ପାଇଁ ପ୍ରତିଦିନ ଅତିକମରେ ୭-୮ ଘଣ୍ଟା ଶୋଇବା ନିହାତି ଆବଶ୍ୟକ । ଆଖିକୁ ବିଶ୍ରାମ ଦେବା ପାଇଁ ଆବଶ୍ୟକ ନଥିବା ସମୟରେ ମୋବାଇଲ କିମ୍ବା କମ୍ପ୍ୟୁଟର ଦେଖିବାଠାରୁ ଦୂରେଇ ରୁହନ୍ତୁ । ଏଥି ସହ ଆପଣ ପର୍ୟ୍ୟାପ୍ତ ପାଣି ପିଅନ୍ତୁ ଏବଂ ସନ୍ତୁଳିତ ଖାଦ୍ୟ ଖାଆନ୍ତୁ । ସବୁଠାରୁ ମୁଖ୍ୟ କଥା ହେଉଛି କିଛି ନିଶାଦ୍ରବ୍ୟଠାରୁ ସମ୍ପୂର୍ଣ୍ଣ ଭାବରେ ଦୂରରେ ରୁହନ୍ତୁ ।
ଏହା ସହିତ ମନେ ରଖନ୍ତୁ ଯେ ଅଧାଚାମଚ ବାଦାମତେଲ ସହ ୨ ବୁନ୍ଦା ମହୁ ମିଶାନ୍ତୁ । ରାତିରେ ଶୋଇବା ପୂର୍ବରୁ ଏହି ମିଶ୍ରଣକୁ ଆଙ୍ଗୁଳି ଦ୍ବାରା ଆଖିର ଚାରିପାକରେ ଲଗାନ୍ତୁ । ୧୦-୧୫ ମିନିଟ୍ ରଖିଲା ପରେ ଧୋଇଦିଅନ୍ତୁ । ପ୍ରତିଦିନ ଏପରି କଲେ ଆଖିତଳ କଳା ପଡୁଥିବା ସମସ୍ୟା ବହୁତ ଶୀଘ୍ର ଦୂର ହେବାକୁ ଲାଗିବ । ଏଥିପାଇଁ ଆପଣ କାକୁଡିକୁ କାଟି ଗୋଲ ଗୋଲ କରି ଆଖି ଉପରେ ରଖନ୍ତୁ । କାକୁଡି ଆଖିକୁ ଥଣ୍ଡା ରଖିବା ସହ କଳାଦାଗକୁ ମଧ୍ୟ ଦୂର କରିଥାଏ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ପୁରୀ ଅଘଟଣ ; ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିଛି ; ଆଇନମନ୍ତ୍ରୀ

ପୁରୀ ଅଘଟଣ : ଦୋଷୀଙ୍କୁ ଦଣ୍ଡ ବିଧାନ କରାଯିବ ; ଆଇନମନ୍ତ୍ରୀ

ପୁରୀ : ପୁରୀ ଅଘଟଣ ନେଇ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ପ୍ରତିକ୍ରିୟା । ମାସେ ଭିତରେ ତଦନ୍ତ ପ୍ରକ୍ରିୟା ଶେଷ ହେବ କହିଲେ ଆଇନମନ୍ତ୍ରୀ । ଯେଉଁମାନେ...

ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ସମୀକ୍ଷା ବୈଠକରେ ଯୋଗ ଦେବେ

ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ସ୍ଥଗିତ

ଭୁବନେଶ୍ୱର : ଆସନ୍ତାକାଲି ହେବାକୁ ଥିବା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ସ୍ଥଗିତ । ଏ ନେଇ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ପକ୍ଷରୁ ସୂଚନା । ଖୁବଶୀଘ୍ର ଅଭିଯୋଗ...

Login