ଭୁବନେଶ୍ୱର : ଦୁର୍ନୀତିଗ୍ରସ୍ତ ପୂର୍ବତନ ପିଇଓ ଅକୃର ମାଝୀ ଗିରଫ । ସରକାରୀ ଟଙ୍କା ଆତ୍ମସାତ ଅଭିଯୋଗରେ ବାନ୍ଧିଲା ଭିଜିଲାନ୍ସ । ଦାରିଙ୍ଗବାଡି ବ୍ଲକ ସରମୂଳି ପଞ୍ଚାୟତର ପୂର୍ବତନ ପିଇଓ । ୫୩ ଲକ୍ଷରୁ ଅଧିକ ଟଙ୍କା ହଡପ ଅଭିଯୋଗରେ ଗିରଫ । ପଞ୍ଚାୟତର କାମ ନ କରି ୫୩ ଲକ୍ଷ ୩୮ ହଜାର ୮୦୯ ଟଙ୍କା ଘୋଟଲା କରିଥିଲେ । ତଦନ୍ତ ବେଳେ ଏ ନେଇ ଜଣା ପଡିବା ପରେ ଘଟଣାରେ ଅକ୍ରୁରଙ୍କୁ ଗିରଫ କରି ଫୁଲବାଣୀ ଭିଜିଲାନ୍ସ କୋର୍ଟ ପଠାଇଛି ଭିଜିଲାନ୍ସ ବିଭାଗ ।
Views: 18