The Ultimate Managed Hosting Platform
ADVERTISEMENT

୪ ଲକ୍ଷ ମୃତକଙ୍କ ରାସନ କାର୍ଡ କଟିଛି, ବାଦ ପଡିଥିବା ଆବେଦନକାରୀଙ୍କ ପାଇଁ କାଲିଠୁ ଖୋଲିବ ପୋର୍ଟାଲ

Facebook
Twitter
LinkedIn

ଭୁବନେଶ୍ୱର : ରାସନ କାର୍ଡରୁ ବାଦ ପଡିଥିବା ଆବେଦନକାରୀଙ୍କ ପାଇଁ କାଲିଠୁ ପୋର୍ଟାଲ ଖୋଲିବ । ଯେଉଁ ମାନେ ବାଦ ପଡିଛନ୍ତି ସେମାନେ ଆବେଦନ କରିପାରିବେ । ସମ୍ବଲପୁରରେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ସୂଚନା । ଏଯାବତ ୪ ଲକ୍ଷ ମୃତ ବ୍ୟକ୍ତିଙ୍କ ନାଁରେ ରାସନ କାର୍ଡ କଟିଛି । ଆଗକୁ ମଧ୍ୟ ସର୍ଭେ କରାଯାଇ ଅଯୋଗ୍ୟଙ୍କ ନାଁରେ ଥିବା ରାସନ କାର୍ଡ କଟିବ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login