The Ultimate Managed Hosting Platform
ADVERTISEMENT

୩୦୦ କୋଟି ପାର କଲା ଫିଲ୍ମ “ଛାବା”

Facebook
Twitter
LinkedIn

ମୁମ୍ବାଇ : ଫିଲ୍ମ ‘ଛାବା’କୁ ନେଇ ଚାରିଆଡ଼େ ଚର୍ଚ୍ଚା। ୧୦ମ ଦିନରେ ‘ପୁଷ୍ପା-୨’କୁ ପଛରେ ପକାଇ ୩୦୦ କୋଟି ପାର୍ କଲା ଫିଲ୍ମ ‘ଛାବା’। ଛତ୍ରପତି ଶିବାଜୀ ମହାରାଜଙ୍କ ପୁଅ ଛତ୍ରପତି ସମ୍ଭାଜୀ ମହାରାଜଙ୍କ ଜୀବନ ଉପରେ ଆଧାରିତ ଫିଲ୍ମ ‘ଛାବା’ ବକ୍ସ ଅଫିସ୍ କଲେକ୍ସନରେ ରେକର୍ଡ କରିଛି। ସୂଚନାନୁସାରେ, ‘ଛାବା’ ପ୍ରଥମ ଦିନରେ ୩୧ କୋଟି ରୋଜଗାର କରିଥିବା ବେଳେ ଦ୍ୱିତୀୟ ଏବଂ ତୃତୀୟ ଦିନରେ ୩୭କୋଟି ଏବଂ ୪୮.୫ କୋଟି ରୋଜଗାର କରିଥିଲା। ଫିଲ୍ମଟି ଚତୁର୍ଥ ଦିନରେ ୨୪ କୋଟି, ପଞ୍ଚମ ଦିନରେ ୨୫.୨୫ କୋଟି, ଷଷ୍ଠ ଦିନରେ ୩୨ କୋଟି ଏବଂ ସପ୍ତମ ଦିନରେ ୨୧.୫ କୋଟି ଟଙ୍କା ରୋଜଗାର କରିଥିଲା। ପ୍ରଥମ ସପ୍ତାହରେ ଫିଲ୍ମର ମୋଟ କଲେକ୍ସନ୍ ୨୧୯.୨୫ କୋଟି ଟଙ୍କା ହୋଇଥିଲା।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଅନଲାଇନରେ ଅବଢା !

ଅନଲାଇନରେ ଅବଢା !

ପୁରୀ : ଅନଲାଇନରେ ଅନ୍ନପ୍ରସାଦ ବା ଅବଢା ମିଳିବା ନେଇ ବିଜ୍ଞାପନ । ଅବଢା ବିଜ୍ଞାପନ ସୋସିଆଲ ମିଡିଆରେ ଭାଇରାଲ । ଏକ ଫୁଡ ଆପ୍ଲିକେସନ ପକ୍ଷରୁ...

ADVERTISEMENT

Login