The Ultimate Managed Hosting Platform
ADVERTISEMENT

୨୩ରେ ୱାନ ଇଲେକ୍ସନ ମିଟିଂ

Facebook
Twitter
LinkedIn

ଭୁବନେଶ୍ୱର : ୨୩ ତାରିଖରେ ୱାନ ନେସନ୍ ୱାନ ଇଲେକ୍ସନ କମିଟି ମିଟିଂ । କମିଟିର ପ୍ରଥମ ବୈଠକ ୨୩ରେ ହେବା ନେଇ ସୂଚନା । କମିଟି ଅଧ୍ୟକ୍ଷ ତଥା ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସୂଚନା । ଭୁବନେଶ୍ୱରରେ ଗଣମାଧ୍ୟମକୁ ସୂଚନା ଦେଲେ କୋବିନ୍ଦ । କିଛି ଦିନ ତଳେ ଗୋଟିଏ ଦେଶ, ଗୋଟିଏ ନିର୍ବାଚନକୁ ନେଇ କମିଟି ଗଠନ କରିଛନ୍ତି କେନ୍ଦ୍ର ସରକାର । ଏଥିରେ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ କମିଟିର ଅଧ୍ୟକ୍ଷ ନିଯୁକ୍ତି କରିଥିଲେ କେନ୍ଦ୍ର ସରକାର। ଏହି କମିଟି ଗୋଟିଏ ଦେଶ, ଗୋଟିଏ ନିର୍ବାଚନକୁ ନେଇ ରିପୋର୍ଟ ପ୍ରସ୍ତୁତ କରି ସରକାରଙ୍କୁ ଦେବ। ଏକ ଘରୋଇ ଇଞ୍ଜିନିୟରିଂ କଲେଜର କାର୍ୟ୍ୟକ୍ରମରେ ଯୋଗଦେବାକୁ ଭୁବନେଶ୍ବର ଆସିଥିବାବେଳେ ଏ ସଂପର୍କରେ କୋବିନ୍ଦ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login