The Ultimate Managed Hosting Platform
ADVERTISEMENT

Union budget : ୨୦୨୫-୨୬ ସାଧାରଣ ବଜେଟ ପୂର୍ବରୁ ଆଜି ହାଲୁଆ ଉତ୍ସବ

Facebook
Twitter
LinkedIn

ନୂଆଦିଲ୍ଲୀ : ଆଜି ହାଲୁଆ ଉତ୍ସବ । ୨୦୨୫-୨୬ ସାଧାରଣ ବଜେଟ୍ ପୂର୍ବରୁ ଆଜି ହାଲୁଆ ଉତ୍ସବ ପାଳନ ହେବ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଉପସ୍ଥିତିରେ ନର୍ଥ ବ୍ଲକରେ ଉତ୍ସବ ଆୟୋଜିତ ହେବ । ବଜେଟ୍ ପରମ୍ପରା ଅନୁସାରେ ପ୍ରତିବର୍ଷ ବଜେଟ୍ ପ୍ରସ୍ତୁତି କାର୍ୟ୍ୟରେ ଜଡିତ ଅଧିକାରଙ୍କ ଲକ୍ ଇନ୍ ପ୍ରକ୍ରିୟା ହୁଏ । ଏହାପୂର୍ବରୁ ହାଲୁଆ ଉତ୍ସବ ପାଳନ ହୁଏ । ଉତ୍ସବ ପରେ ବଜେଟ କାର୍ୟ୍ୟରେ ଜଡିତ ଅଧିକାରୀ ନର୍ଥ ବ୍ଳକରେ ବନ୍ଦ ରୁହନ୍ତି । ସେମାନଙ୍କ ସହ କୌଣସି ପ୍ରକାର ବାହ୍ୟ ଯୋଗଯୋଗ ରହିନଥାଏ। ମୋବାଇଲ ଫୋନ ଉପରେ ମଧ୍ୟ ପ୍ରତିବନ୍ଧକ ରହେ । ବଜେଟ ଦସ୍ତାବିଜ୍ ଯେପରି ଲିକ୍ ନହୁଏ ସେଥିପାଇଁ ଏହି ଲକ୍-ଇନ୍ ପିରିୟଡ ବ୍ୟବସ୍ଥା ରହିଆସିଛି। ଅନ୍ୟପଟେ ଜାନୁୟାରୀ ୩୧ ତାରିଖରୁ ସଂସଦର ବଜେଟ ଅଧିବେଶନ ଆରମ୍ଭ ହେବ । ଫେବୃୟାରୀ ୧ ତାରିଖରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲଗାତାର ଅଷ୍ଟମ ଥର ପାଇଁ ବଜେଟ ଉପସ୍ଥାପନ କରିବେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

କୋଲକତା : ପଶ୍ଚିମବଙ୍ଗରେ ଓଡିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମମତା ବାନାର୍ଜୀଙ୍କୁ ଦିଲ୍ଲୀ ବିଜେପି ସାଂସଦ ବାଂଶୁରୀ ସ୍ୱରାଜଙ୍କ ଟାର୍ଗେଟ । ଝିଅମାନେ ରାତିରେ...

Login