The Ultimate Managed Hosting Platform
ADVERTISEMENT

୧୦ ବର୍ଷରେ ୭୮୪ ହାତୀ ମୃତ

Facebook
Twitter
LinkedIn

ଭୁବନେଶ୍ୱର : ହାତୀ ମୃତ୍ୟୁ ଓ ହାତୀ ଦ୍ୱାରା ମଣିଷ ମୃତ୍ୟୁ ନେଇ ଜଙ୍ଗଲ ମନ୍ତ୍ରୀଙ୍କ ଉତ୍ତର । ୨୦୧୧-୨୦୨୨ ମଧ୍ୟରେ ହାତୀ ମୃତ୍ୟୁ ନେଇ ତଥ୍ୟ ରଖିଲେ ମନ୍ତ୍ରୀ । ୧୦ ବର୍ଷରେ ୭୮୪ ହାତୀ ମରିଥିବା ବେଳେ , ୯୨୫ ମଣିଷଙ୍କୁ ମାରିଛି ହାତୀ । ୨୦୧୨ ରେ ୮୨, ୧୩ରେ ୭୦ , ୧୪ରେ ୫୪ , ୧୫ରେ ୮୬ ହାତୀ ମୃତ । ୧୬ରେ ୭୬, ୧୭ରେ ୭୮ , ୧୯ ରେ ୮୨ ହାତୀ ମୃତ । ୨୦-୨୧ରେ ୭୭ ଏବଂ ୨୧-୨୨ ରେ ୮୬ ହାତୀଙ୍କ ମୃତ୍ୟୁ ଘଟିଛି ।

ସେହିଭଳି ୧୨ରେ ୮୦ , ୧୩ରେ ୬୭ , ୧୪ରେ ୬୫ ମଣିଷଙ୍କ ମୃତ୍ୟୁ ଘଟିଛି । ୧୫ରେ ୮୯, ୧୬ରେ ୬୬ , ୧୭ରେ ୧୦୫ , ୧୮ରେ ୮୫ ଜଣଙ୍କ ମୃତ୍ୟୁ ହୋଇଛି । ୧୯ରେ ୧୧୭ , ୨୦-୨୧ରେ ୧୩୯ ଓ ୨୧-୨୨ରେ ୧୧୨ ଜଣଙ୍କ ମୃତ୍ୟୁ ହୋଇଛି । ୨୦୧୭ ଗଣନା ଅନୁସାରେ ରାଜ୍ୟରେ ୧୯୭୬ଟି ହାତୀ ଥିବା କହିଲେ ମନ୍ତ୍ରୀ ।
ଅନ୍ୟପଟେ ରାଜ୍ୟରେ ବିଭିନ୍ନ କାରଣରୁ ୫ ବର୍ଷରେ ୪୧୦ ହାତୀଙ୍କ ମୃତ୍ୟୁ ହୋଇଛି । ପ୍ରାକୃତିକ କାରଣରୁ ୪୪ଟି ,ଶିକାର ଦ୍ୱାରା ୧୦ ଟି , ବିଷ ପ୍ରୟୋଗ ଦ୍ୱାରା ଗୋଟିଏ , ବିଦ୍ୟୁତ ଆଘାତରେ ଆକସ୍ମିକ ଭାବେ ୨୬ ହାତୀଙ୍କ ମୃତ୍ୟୁ ହୋଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଜଙ୍ଗଲରେ ଯୁବକ ଯୁବତୀଙ୍କ ମୃତଦେହ

ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁ ; ଯବାନ ସ୍ୱାମୀ ଅଟକ

କୋରାପୁଟ : ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁକୁ ନେଇ ଯବାନ ସ୍ୱାମୀଙ୍କୁ ଅଟକ ରଖିଲା ପୋଲିସ । ଘର ଭିତରେ ପୋଡିଯାଇ ଆଇଆରବି ଯବାନଙ୍କ ପତ୍ନୀଙ୍କ ମୃତ୍ୟୁ ମାମଲା...

ADVERTISEMENT
ଓଏସଏସସି ସ୍କାମ ; ସିବିଆଇ ତଦନ୍ତ ଦାବି

CBI ଜାଲରେ RPF ହାବିଲଦାର

ରାଉରକେଲା : ସିବିଆଇ ଜାଲରେ ବନ୍ଧମୁଣ୍ଡା ଅଞ୍ଚଳର ଆରପିଏଫ ହାବିଲଦାର । ୧୫ ହଜାର ଟଙ୍କା ଲାଞ୍ଚ ନେଇ ଆରପିଏଫ ହାବିଲହାର ମହମ୍ମଦ ଇଜହାର କାବୁ ।...

Login