ଭୁବନେଶ୍ୱର : ପରିବେଶ ସୁରକ୍ଷା ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ଆହ୍ୱାନ । ଅଗଷ୍ଟ ୧୫ ସୁଦ୍ଧା ୧ କୋଟି ଗଛ ଲଗାଇବାକୁ ଆହ୍ୱାନ । ଛାତ୍ରଛାତ୍ରୀ , ଶିକ୍ଷକ , ଅଭିଭାବକଙ୍କୁ କେନ୍ଦ୍ରମନ୍ତ୍ରୀଙ୍କ ପରାମର୍ଶ । ‘ମିଶନ ଲାଇଫ’ ଜରିଆରେ ପରିବେଶ ସୁରକ୍ଷା ପଦକ୍ଷେପ । ବୃକ୍ଷରୋପଣକୁ ଜନ ଆନେ୍ଦାଳନରେ ପରିଣତ କରିବା ଲକ୍ଷ୍ୟ ।

Views: 71