ଅନୁଗୁଳ : ତାଳଚେର ସବ୍ ଜେଲର ଦୁଇ ୱାର୍ଡର ନିଲମ୍ବିତ । କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବିତ ହୋଇଥିବା ସୂଚନା । ଦୁଇ ୱାର୍ଡର ସୁନୀଲ ମଲ୍ଲିକ ଓ ତ୍ରିଲୋଚନ ଭୋଇ । ଦୁହିଁଙ୍କୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ନିଲମ୍ବନ ନିଦେ୍ର୍ଦଶ । ଡ୍ୟୁଟି ବେଳେ ଶୋଇଥିବା ଫଟୋ ହୋଇଥିଲା ଭାଇରାଲ । ମୋବାଇଲରୁ ମୋବାଇଲକୁ ଘୁରୁଛି ଫଟୋ ।
Views: 95











