The Ultimate Managed Hosting Platform
ADVERTISEMENT

ହୁତୁ ହୁତୁ ହୋଇ ଜଳୁଛି ଜଙ୍ଗଲ

Facebook
Twitter
LinkedIn

ଆନନ୍ଦପୁର : ହୁତୁହୁତୁ ହୋଇ ଜଳୁଛି ଜଙ୍ଗଲ । ହଦଗଡ ହସ୍ତୀ ଅଭୟାରଣ୍ୟରେ ଲାଗିଛି ନିଆଁ । ବନ ବିଭାଗ ପକ୍ଷରୁ ନିଆଁ ଲିଭାଇବାକୁ ଉଦ୍ୟମ ଜାରି ରହିଛି । ଅନ୍ୟପଟେ ସୁନ୍ଦରଗଡ ଜିଲ୍ଲା ହେମଗିରି ବ୍ଲକର କନିକା ଜଙ୍ଗଲ ହୁତୁହୁତୁ ହୋଇ ଜଳି ଯାଉଛି । ଘଂଟା ଘଂଟା ଧରି ଜଳୁଛି ଜଙ୍ଗଲ । ହେଲେ ବନ ବିଭାଗର ନିଘା ନାହିଁ । ସୁନ୍ଦରଗଡ ଜିଲ୍ଲା ହେମଗିରି ଫରେଷ୍ଟ ରେଞ୍ଜର କନିକା ଜଙ୍ଗଲରେ ନିଆଁ ଲାଗିଥିବା ଦେଖିବାକୁ ମିଳିଛି । ଦୀର୍ଘ ୩ ଘଂଟା ନିଆଁ ଧରି ଅଧା ଜଙ୍ଗଲ ପାଉଁଶ ହେଲା ପରେ ଜଣେ ବନ କର୍ମଚାରୀ ନିଆଁକୁ ଲିଭାଇ ଥିବା ବେଳେ ବନ ବିଭାଗର ଏପରି ଅବହେଳାକୁ ନିନ୍ଦା କରିଛନ୍ତି ପରିବେଶ ପ୍ରେମୀ । ହେମଗିରି ଫରେଷ୍ଟ ରେଞ୍ଜ କାର୍ୟ୍ୟାଳୟ ଠାରୁ ମାତ୍ର ୨ କିଲୋମିଟର ଦୂରତାରେ ଏହି ନିଆଁ ଲାଗିଥିବା ବେଳେ ବନ ବିଭାଗ ଏତେ ବିଳମ୍ବରେ ପଦକ୍ଷେପ ନେବା ପରିବେଶ ପ୍ରେମୀକୁ ବ୍ୟଥିତ କରିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login