The Ultimate Managed Hosting Platform
ADVERTISEMENT
Latest News
The Ultimate Managed Hosting Platform
Latest News

ହୀରାକୁଦର ୧୬ ଗେଟ ଖୋଲା, ସେପଟେ ଫୁଲୁଛି ମହାନଦୀ

Facebook
Twitter
LinkedIn

ସମ୍ବଲପୁର : ହୀରାକୁଦ ଜଳଭଣ୍ଡାରର ୧୬ଟି ଗେଟ ଖୋଲା । ଏବେ ୧୬ ଗେଟ ଦେଇ ବନ୍ୟା ଜଳ ନିଷ୍କାସିତ । ହୀରାକୁଦ ଡ୍ୟାମ ବାମ ପଟର ୧୧ ଗେଟ ଖୋଲା । ଡାହାଣ ପଟର ୫ଟି ଗେଟ ଦେଇ ପାଣି ନିଷ୍କାସିତ । ଏବେ ହୀରାକୁଦ ଜଳସ୍ତର ୬୦୫ ଦଶମିକ ୩୯ ଫୁଟ ରହିଛି । ପ୍ରତି ସେକେଣ୍ଡରେ ୨ ଲକ୍ଷ ୪୧ ହଜାର ୨୫୨ କୁ୍ୟସେକ ଜଳ ପ୍ରବେଶ । ପ୍ରତି ସେକେଣ୍ଡରେ ୨ ଲକ୍ଷ ୬୮ ହଜାର ୪୬୯ କ୍ୟୁସେକ ଜଳ ନିଷ୍କାସିତ । ସ୍ପିଲୱେ ପାଇଁ ଯାଉଛି ୨ ଲକ୍ଷ ୩୧ ୬୬୪ କ୍ୟୁସେକ ପାଣି । ପାୱାର ଚ୍ୟାନେଲେ ଛଡାଯାଉଛି ୩୩ ହଜାର ୫୭୦ କ୍ୟୁସେକ ପାଣି । ହୀରାକୁଦରେ ୬୪ ସ୍ଲୁଇସ ଓ ୩୪ କ୍ରେଷ୍ଟ ଗେଟକୁ ମିଶାଇ ୯୮ଟି ଗେଟ ରହିଛି । ହୀରାକୁଦ ଡ୍ୟାମର ସର୍ବୋଚ୍ଚ ଜଳ ଧାରଣ କ୍ଷମତା ୬୩୦ ଫୁଟ ରହିଛି । ହୀରାକୁଦ ପ୍ରଥମ ବନ୍ୟାଜଳ ମୁଣ୍ଡଳୀରେ ପହଁଚିବା ପରେ ଫୁଲୁଛି ମହାନଦୀ । ପ୍ରତି ସେକେଣ୍ଡରେ ମୁଣ୍ଡଳୀରେ ୪ ଲକ୍ଷ ୧୦ ହଜାର ୨୪୮ କ୍ୟୁସେକ ଜଳ ପ୍ରବାହିତ ମୁଣ୍ଡଳୀର ଅପଷ୍ଟ୍ରିମରେ ଜଳସ୍ତର ୮୬.୭୦ ଫୁଟ ରହିଛି । ମୁଣ୍ଡଳୀର ଡାଉନଷ୍ଟ୍ରିମରେ ଜଳ ସ୍ତର ୮୩.୬୦ ଫୁଟ ରହିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଅପରେସନ ସିନ୍ଦୂରରେ ଭାରତର କିଛି ବି କ୍ଷତି ହୋଇନି , ଯଦି ଅଛି ତେବେ ଗୋଟେ ଫଟୋ ଦେଖାଅ : ଅଜିତ ଡୋଭାଲ

ଅପରେସନ ସିନ୍ଦୂରରେ ଭାରତର କିଛି ବି କ୍ଷତି ହୋଇନି , ଯଦି ଅଛି ତେବେ ଗୋଟେ ଫଟୋ ଦେଖାଅ : ଅଜିତ ଡୋଭାଲ

ନୂଆଦିଲ୍ଲୀ : ଅପରେସନ ସିନ୍ଦୂରକୁ ନେଇ ବିଦେଶୀ ଗଣମାଧ୍ୟମ ଉପରେ ବର୍ଷିଲେ ଏନଏସଏ ଅଜିତ ଡୋଭାଲ । ଅପରେସନ ସିନ୍ଦୂରରେ ଭାରତ ଆଦୌ କ୍ଷତି ସହିନି ।...

ADVERTISEMENT
ପାଚିଲା ଅମୃତଭଣ୍ଡା ରସକୁ ପିଇଲେ ମିଳେ ଅନେକ ଫାଇଦା, ଆଖି ପାଇଁ ଲାଭଦାୟକ

ପାଚିଲା ଅମୃତଭଣ୍ଡା ରସକୁ ପିଇଲେ ମିଳେ ଅନେକ ଫାଇଦା, ଆଖି ପାଇଁ ଲାଭଦାୟକ

ବ୍ୟୁରୋ : ଅମୃତଭଣ୍ଡା ଫାଇବର, ଭିଟାମିନ୍, ମିନେରାଲ୍ ଏବଂ ଆଣ୍ଟିଅକ୍ସିଡାଣ୍ଟରେ ଭରପୂର ଏକ ଫଳ । ପିଲାଙ୍କଠାରୁ ବୃଦ୍ଧ ପର୍ୟ୍ୟନ୍ତ ଘରର ସମସ୍ତଙ୍କ ଖାଦ୍ୟରେ ଅମୃତଭଣ୍ଡା ସାମିଲ...

Login