The Ultimate Managed Hosting Platform
ADVERTISEMENT

ହାର୍ଭାର୍ଡ କ୍ଷମତାରେ ପୁଣି ଟ୍ରମ୍ପ ଚୋଟ

Facebook
Twitter
LinkedIn

ନୂଆଦିଲ୍ଲୀ : ହାଭାର୍ଡ ବିଶ୍ୱବିଦ୍ୟାଳୟ କ୍ଷମତା ଉପରେ ପୁଣି ଟ୍ରମ୍ପଙ୍କ ଚୋଟ । ଆନ୍ତର୍ଜାତୀୟ ଛାତ୍ରଙ୍କ ନାମଲେଖା କ୍ଷମତାକୁ ବନ୍ଦ କଲେ ଟ୍ରମ୍ପ । ବିଦେଶୀ ଛାତ୍୍ରଙ୍କ ଆଡମିଶନ ଉପରେ ଲଗାଇଲେ କଟକଣା । ଗତ କାଲି ଟ୍ରମ୍ପ ପ୍ରଶାସନର ହୋମଲ୍ୟାଣ୍ଡ ସିକ୍ୟୁରିଟି ବିଭାଗ (ଊଐଝ) ଏହି ନିଷ୍ପତ୍ତି ନେଇଛି । ଏହି ନିଷ୍ପତି ଦ୍ବାରା ବର୍ତ୍ତମାନ ହାୱର୍ଡ ବିଶ୍ୱବିଦ୍ୟାଳୟରେ ପଢ଼ୁଥିବା ପ୍ରାୟ ୬,୮୦୦ ବିଦେଶୀ ଛାତ୍ରଛାତ୍ରୀ ପ୍ରଭାବିତ ହେବେ । ଏଥିରେ ଭାରତର ମଧ୍ୟ ୭୮୮ ଜଣ ଛାତ୍ର ସାମିଲ ଅଛନ୍ତି ।
ରିପୋର୍ଟ ଅନୁସାରେ ବିଦେଶୀ ଛାତ୍ରଛାତ୍ରୀଙ୍କ ଆଡମିସନ୍ ପାଇଁ ହାୱର୍ଡ ବିଶ୍ୱବିଦ୍ୟାଳୟକୁ ୭୨ ଘଣ୍ଟା ମଧ୍ୟରେ ବିଦେଶୀ ଛାତ୍ରଛାତ୍ରୀଙ୍କ ବିଷୟରେ ଆମେରିକୀୟ ସରକାରଙ୍କୁ ସୂଚନା ଦେବାକୁ ପଡିବ । ବର୍ତ୍ତମାନ ଏହି ବିଶ୍ୱବିଦ୍ୟାଳୟରେ ପଢ଼ୁଥିବା ସମସ୍ତ ବିଦେଶୀ ଛାତ୍ରଛାତ୍ରୀଙ୍କୁ ଅନ୍ୟ ବିଶ୍ୱବିଦ୍ୟାଳୟ ଏବଂ କଲେଜକୁ ସ୍ଥାନାନ୍ତର କରିବାକୁ କୁହାଯାଇଛି ଏବଂ ଯଦି ସେମାନେ ଏପରି ନ କରନ୍ତି ତେବେ ସେମାନଙ୍କୁ ଆମେରିକା ଦେଶ ଛାଡିବାକୁ ପଡ଼ିପାରେ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login