The Ultimate Managed Hosting Platform
ADVERTISEMENT

ହାରିବା ପରେ ବିଜେଡିରେ ଏକତା ନାହିଁ ; ପ୍ରଫୁଲ୍ଲ

Facebook
Twitter
LinkedIn

ଭୁବନେଶ୍ୱର : ହାରିବା ପରେ ବିଜେଡିରେ ଏକତା ନାହିଁ କହିଲେ ପ୍ରଫୁଲ୍ଲ ଘଡେଇ । ସମସ୍ତଙ୍କୁ ସାଙ୍ଗରେ ନେଇ ନବୀନ ପଟ୍ଟନାୟକଙ୍କୁ ଚାଲିବାକୁ ପଡିବ । ପ୍ରତିଷ୍ଠା ଦିବସରେ ଏକତାର ମନ୍ତ୍ର ଦେଲେ ପ୍ରଫୁଲ୍ଲ ଘଡେଇ । ବିଜେଡିର ଅନେକ ପ୍ରତିଷ୍ଠାତା ସଦସ୍ୟ ଆଉ ଦଳରେ ନାହାନ୍ତି । ଦଳର ସମସ୍ତ ନେତା ଏକଜୁଟ ହୋଇ ଦଳକୁ ସଶକ୍ତ କରନ୍ତୁ । ରାଜ୍ୟର ଗଠନ ମୂଳକ ବିକାଶ ପାଇଁ କେ ଶକ୍ତିଶାଳୀ ଆଞ୍ଚଳିକ ଦଳ ଆବଶ୍ୟକ । ନବୀନ ନିଜର ଭୂମିକା ନିର୍ବାହ କଲେ ସବୁ ଜିନିଷ ଠିକ ହୋଇ ପାରିବ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login