ଭୁବନେଶ୍ୱର : ପ୍ରତିଷ୍ଠା ଦିବସରେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ କଡା କାଉଣ୍ଟର । ବିଜେଡି ଶହେ ବର୍ଷ ଯାଏଁ ରହିବ କହିଲେ ସୁପ୍ରିମୋ ନବୀନ ପଟ୍ଟନାୟକ । କିଛି ଦଳ ବିଜେଡି ବିରୋଧରେ ଅପପ୍ରଚାର କରୁଛନ୍ତି । ବିଜେଡି ଭାଙ୍ଗିଯିବ ବୋଲି ଅପପ୍ରଚାର କରୁଛନ୍ତି । ମୁଁ ସ୍ପଷ୍ଟ କରିଦେବାକୁ ଚାହଁଛି ବିଜେଡି ଅଛି ଓ ରହିବ । ଆଗାମୀ ଶହେ ବର୍ଷ ଯାଏଁ ଓଡିଶାବାସୀଙ୍କ ସ୍ୱର ହୋଇ ରହିବ ବିଜେଡି । ବିଜେଡି ଓଡିଶାବାସୀଙ୍କ ଭାବାବେଗ ଓ ଗର୍ବ । ବିଜେଡି ଗୋଟିଏ କିମ୍ବା ଦୁଇ ନେତା ଥିବା ଦଳ ନୁହେଁ । ବିଜୁଙ୍କ ଆଦର୍ଶରେ ଓଡିଶାବାସୀଙ୍କ ସେବା କରିବ ବିଜେଡି । ଓଡିଶାର ସ୍ୱାର୍ଥ ପାଇଁ ବିଜେଡି ଲଢେଇ ଜାରି ରଖିବ ।
ପ୍ରତିଷ୍ଠା ଦିବସରେ ଶାସକ ଦଳକୁ କଡା ସମାଲୋଚନା କଲେ ନବୀନ । ଓଡିଶାରେ ଏବେ ଡବଲ ଇଞ୍ଜିନ ସରକାର, ବିକାଶ କାଇଁ । କିଛି ଦଳ ବିଜେଡି ବିରୋଧରେ ଅପପ୍ରଚାର କରୁଛନ୍ତି । ୧୮ ମାସରେ ରାଜ୍ୟରେ ସରକାର ଥିବା ଭଳି ଅନୁଭବ ହେଉନି । ସାର ପାଉନି ଚାଷୀ , ରାଜ୍ୟରେ ମଣ୍ଡି ଖୋଲୁନି । ମିଶନ ଶକ୍ତି ମା ହଇରାଣ, ଯୁବ ସମାଜ ହତାଶ । ଆଇନ ଶୃଙ୍ଖଳା କଥା ନ କହିବା ଭଲ, ମହିଳା ଅତ୍ୟାଚାର ବଢିଚାଲିଛି ଷ ଏପରିକି ଏବେ ନାବାଳିକା ମାନେ ରାଜ୍ୟକେ ଆଦୈା ସୁରକ୍ଷିତ ନୁହଁନ୍ତି । ବିଜେଡି ଭାଙ୍ଗିଯିବ ବୋଲି ଅପପ୍ରଚାର କରୁଛନ୍ତି । ମୁଁ ସ୍ପଷ୍ଟ କରିଦେବାକୁ ଚାହୁଁଛି ବିଜେଡି ଅଛି ଓ ରହିବ । ଆଗାମୀ ଶହେ ବର୍ଷ ଯାଏଁ ଓଡିଶାବାସୀଙ୍କ ସ୍ୱର ହୋଇ ରହିବ ବିଜେଡି । ବିଜେଡି ଓଡିଶାବାସୀଙ୍କ ଭାବାବେଗ ଗର୍ବ । ବିଜେଡି ଗୋଟିଏ କିମ୍ବା ଦୁଇ ନେତା ଥିବା ଦଳ ନୁହେଁ । ବିଜୁଙ୍କ ଆଦର୍ଶରେ ଓଡିଶାବାସୀଙ୍କ ସେବା କରିବ ବିଜେଡି ।
ପ୍ରତିଷ୍ଠା ଦିବସରେ କଡା କାଉଣ୍ଟର, ଶହେ ବର୍ଷ ଯାଏଁ ରହିବ ବିଜେଡି ; ନବୀନ
Facebook
Twitter
LinkedIn
Facebook
Twitter
LinkedIn
Recent News
Valor Bet App Biggest playing feel
It is crucial to identify trustworthy aviator betting websites to experience a safe and uninterrupted gaming environment. Numerous platforms in...
Divertimento_assicurato_e_chicken_road_in_questa_sfida_a_evitare_pericoli_sulla
Divertimento assicurato e chicken road in questa sfida a evitare pericoli sulla strada virtualeLa Meccanica di Base e le Strategie...
Intrigue_certaine_et_défis_majeurs_avec_casino_spinania_pour_parieurs_audacieux
Intrigue certaine et défis majeurs avec casino spinania pour parieurs audacieuxL’Évolution des Jeux de Casino en LigneL'Impact des Nouvelles Technologies...
Detailed_guidance_on_navigating_arionplay_gcash_login_for_seamless_transactions
Detailed guidance on navigating arionplay gcash login for seamless transactionsUnderstanding the Arionplay and GCash ConnectionThe Importance of Account SecurityStep-by-Step Guide...







