The Ultimate Managed Hosting Platform
ADVERTISEMENT

ହାଇଦ୍ରାବାଦ ବେଗମପେଟ ଏୟାରପୋର୍ଟକୁ ବୋମା ଧମକ !

Facebook
Twitter
LinkedIn

ନୂଆଦିଲ୍ଲୀ : ହାଇଦ୍ରାବାଦ ବେଗମପେଟ ଏୟାରପୋର୍ଟରେ ବୋମା ଥିବା ନେଇ ଇମେଲରେ ଧମକ ପରେ ହାଇଆଲର୍ଟ ଜାରି ହୋଇଛି । ବୋମା ଧମକ ମିଳିବା ପରେ ବାତାବରଣ ଭୟଭୀତ ହୋଇଯାଇଥିଲା । ତେବେ ସୂଚନା ଆଜି ସକାଳେ ମିଳିଥିଲା । ଖବର ମୁତାବକ, ବେଗମପେଟ ବିମାନବନ୍ଦରରେ ବୋମା ରଖାଯାଇଥିବା ନେଇ ଇମେଲରେ ଦାବି କରାଯାଇଥିଲା । ଘଟଣା ପରେ ବିମାନବନ୍ଦରରେ ସୁରକ୍ଷାକୁ ଆହୁରି କଡ଼ାକଡ଼ି କରାଯାଇଛି । ସିସିଟିଭି କ୍ୟାମେରା ଓ ଅନ୍ୟାନ୍ୟ ସୁରକ୍ଷା ପ୍ରୋଟୋକଲ ମାଧ୍ୟମରେ ନିରୀକ୍ଷଣ ଜାରି ରହିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login