The Ultimate Managed Hosting Platform
ADVERTISEMENT

ସୈାମ୍ୟାଶ୍ରୀଙ୍କ ମୃତ୍ୟୁକୁ ନେଇ ରାହୁଲ ଗାନ୍ଧୀଙ୍କ ଉଦବେଗ ; କହିଲେ ଆତ୍ମହତ୍ୟା ନୁହେଁ, ସଂଗଠିତ ହତ୍ୟା

Facebook
Twitter
LinkedIn

ଭୁବନେଶ୍ୱର : ସୈାମ୍ୟାଶ୍ରୀଙ୍କ ମୃତ୍ୟୁକୁ ନେଇ ରାହୁଲ ଗାନ୍ଧୀଙ୍କ ଉଦବେଗ । ଏହା ଆତ୍ମହତ୍ୟା ନୁହେଁ , ବ୍ୟବସ୍ଥା ଦ୍ୱାରା ସଂଗଠିତ ହତ୍ୟା କହିଲେ ରାହୁଲ । ଯୈ÷ାନ ଶୋଷଣ ବିରୋଧରେ ସାହାସୀ ଝିଅ ସ୍ୱର ଉଠାଇଲେ । କିନ୍ତୁ ନ୍ୟାୟ ପରିବର୍ତ୍ତେ ତାଙ୍କୁ ଧମକ ଦିଆଗଲା , ଅପମାନିତ କରାଗଲା । ନିରୀହ ଝିଅକୁ ଆତ୍ମାହୁତି ପାଇଁ ବାଧ୍ୟ କରାଗଲା । ଆଜି ଦେଶର ଝିଅ ମାନଙ୍କୁ ସୁରକ୍ଷା ଓ ନ୍ୟାୟ ଦରକାର । ଯିଏ ରକ୍ଷା କରିବା କଥା ସିଏ ହିଁ ମନୋବଳ ଭାଙ୍ଗି ଚାଲିଥିଲେ । ଇଏ ଆତ୍ମହତ୍ୟା ନୁହେଁ ସିଷ୍ଟମ ଦ୍ବାରା ସଂଗଠିତ ହତ୍ୟା ବୋଲି କହିଛନ୍ତି ରାହୁଲ । ଓଡ଼ିଶା ହେଉ କିମ୍ବା ମଣିପୁର । ଦେଶର ଝିଅମାନେ ମରୁଛନ୍ତି । ପ୍ରଧାନମନ୍ତ୍ରୀ ଆପଣ କାହିଁକି ଚୁପ୍ ବସିଛନ୍ତି । ଜବାବ ରଖନ୍ତୁ ବୋଲି ରାହୁଲ କହିଛନ୍ତି ।.

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login