ଭୁବନେଶ୍ୱର : ସିମ୍ କାର୍ଡର ପାକିସ୍ତାନ ଲିଙ୍କ । ଧୀରେ ଧୀରେ ତଦନ୍ତର ମୋଡ ବଦଳୁଛି । ତଦନ୍ତ ବେଳେ ଏସଟିଏଫକୁ ମିଳିଛି ସାଂଘାତିକ ତଥ୍ୟ । ମାଷ୍ଟରମାଇଣ୍ଡ ପଠାଣୀ ସାମନ୍ତ ଲେଙ୍କା ବିରୋଧରେ ଲାଗିବ ଦେଶଦ୍ରୋହ ଅପରାଧ ଦଫା । କାଲିଠୁ ରିମାଣ୍ଡରେ ଆସିବ ପଠାଣୀ ସାମନ୍ତ । ଆତଙ୍କୀ ଲିଙ୍କ ନେଇ ଖୋଳତାଡ କରିବ ଏସଟିଏଫ । ଦିଲ୍ଲୀ , ରାଜସ୍ଥାନ , ଗୁଜରାଟ , ଓ ପ.ବଙ୍ଗରେ ଥିବା ଆଇଏସଆଇ େଜେଣ୍ଟଙ୍କ ସମ୍ପର୍କରେ ଥିଲା ପଠାଣୀ ସାମନ୍ତ । ଓଙ୍ଗିଶା ସିମକାର୍ଡ ପାକିସ୍ତାନରେ ଅପରେଟ ଘଟଣା । ତଦନ୍ତ ବେଳେ ଏସଟିଏଫକୁ ମିଳିଛି ସାଂଘାତିକ ତଥ୍ୟ ।
Views: 73