The Ultimate Managed Hosting Platform
ADVERTISEMENT

ସିବିଆଇ କିମ୍ବା ଇଡି ତଦନ୍ତ ହେଉ : ପୃଥ୍ୱୀରାଜ

Facebook
Twitter
LinkedIn

ଭୁବନେଶ୍ୱର : ଜାଲ ସାର୍ଟିଫିକେଟ ମାମଲା । କ୍ରାଇମବ୍ରାଞ୍ଚ ତଦନ୍ତକୁ ନେଇ ବିଜେପିର ପ୍ରତିକ୍ରିୟା । କ୍ରାଇମବ୍ରାଞ୍ଚ ତଦନ୍ତ ତାଲିକାରେ ନାଁ ଯୋଡି ହେଲା କହିଲେ ପୃଥ୍ୱୀରାଜ । ନିଜ ଲୋକଙ୍କୁ ଘଣ୍ଟ ଘୋଡାଇବାକୁ ମୁଖ୍ୟମନ୍ତ୍ରୀଙ୍କ କ୍ରାଇମବ୍ରାଞ୍ଚ ତଦନ୍ତ ନିଦେ୍ର୍ଦଶ । ଏହା ସିବିଆଇ କିମ୍ବା ଇଡି ଦ୍ୱାରା ତଦନ୍ତ ହେଉ ବୋଲି କହିଛନ୍ତି ପୃଥ୍ୱିରାଜ ହରିଚନ୍ଦନ । ନ ହେଲେ ଆମେ ଲୋକ ଲୋଚନକୁ ଆଣିବୁ , ସତ୍ୟ ସାମ୍ନାକୁ ଆଣିବୁ ।

ନକଲି ସାର୍ଟିଫିକେଟ : କୋଚିଂ ସେଣ୍ଟରରେ ରେଡ୍
ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login