The Ultimate Managed Hosting Platform
ADVERTISEMENT

ସାର୍ବଜନୀନ ହେବ ରତ୍ନଭଣ୍ଡାର ଅଳଙ୍କାର : ପୃଥ୍ୱୀରାଜ

Facebook
Twitter
LinkedIn

ଭୁବନେଶ୍ୱର : ବିଧାନସଭାରେ ଲିଖିତ ଉତ୍ତର ରଖିଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ହଣତି ମଣତି ଶେଷ ହେବା ପରେ ଅଳଙ୍କାର ନେଇ ତଥ୍ୟ ଦିଆଯିବ । ମରାମତି କାର୍ଯ୍ୟ ଚାଲୁ ରହିଛି , ଶେଷ ହେବା ପରେ ଗଣତି ମଣତି ହେବ । ଶେଷ ଥର ୧୯୭୮ରେ ରତ୍ନ ଭଣ୍ଡାର ଗଣତି ମଣତି ହୋଇଥିଲା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login