ଭୁବନେଶ୍ୱର : ବଜାରରେ ମିଳୁଛି ନକଲି ମେଡିସିଲ । ଗୃହରେ ତଥ୍ୟ ଦେଲେ ସ୍ୱାସ୍ଥ୍ୟ ମନ୍ତ୍ରୀ । ଗତ ୪ ବର୍ଷରେ ଚିହ୍ନଟ ହେଲାଣି ୧୬୮ ନକଲି , ୩୮୮ଟି ନିମ୍ନମାନର ମେଡିସିନ । ଅଢେଇ କାଟେିରୁ ଉଦ୍ଧ୍ୱର୍ ଟଙ୍କାର ନକଲି ମେଡିସିନ ଜବତ କଲେଣି ସରକାର । ୨୦୨୧ରେ ୭୯ ଓ ୨୦୨୨ରେ ୬୪ଟି ନକଲି ମେଡିସିନ ଚିହ୍ନଟ । ୨୦୨୩ରେ ୧୪ ଓ ୨୦୨୪ରେ ୧୧ ଟି ନକଲି ମେଡିସିନ ଚିହ୍ନଟ ।
Views: 67











