ଭୁବନେଶ୍ୱର : ଅଧା ରହିଗଲା ଜଗା ଦର୍ଶନ । ଦୁର୍ଘଟଣାରେ ଚାଲିଗଲା ୨ ଯୁବକଙ୍କ ଜୀବନ । ଭୁବନେଶ୍ୱର ବଡଗଡ ଥାନା ବିଜେବି ନଗରରେ ମର୍ମନ୍ତୁଦ ଦୁର୍ଘଟଣା । ଡିଭାଇଡରରେ ପିଟି ହୋଇ ୨ ବାଇକ ଆରୋହୀଙ୍କ ଚାଲିଗଲା ଜୀବନ । ମୃତକ ଜଣକ ନୟାଗଡର ହୋଇଥିବା ବେଳେ ବିଜେଇଏମ ସ୍କୁଲ ନିକଟ ବସ୍ତିରେ ରହୁଥିଲେ ।
Views: 73











