The Ultimate Managed Hosting Platform
ADVERTISEMENT

ସାଉଥ ଷ୍ଟାର ନାଗାଚୈତନ୍ୟ ଓ ଶୋଭିତାଙ୍କ ବିବାହକୁ ନେଇ ଚର୍ଚ୍ଚା, ଲେହେଙ୍ଗା ଛାଡି ସୁନାର ପାରମ୍ପରିକ କାଞ୍ଜିବରମ ରେଶମ ଶାଢି ପିନ୍ଧିବେ ଶୋଭିତା

Facebook
Twitter
LinkedIn

ନୂଆଦିଲ୍ଲୀ : ସାଉଥ ଷ୍ଟାର ନାଗା ଚୈତନ୍ୟ ଓ ଶୋଭିତା ଧୁଲିପାଲାଙ୍କ ବିବାହକୁ ନେଇ ଚର୍ଚ୍ଚା । କିଛି ଦିନ ତଳେ ସେମାନଙ୍କର ନର୍ବନ୍ଧ ସରିଛି । ବହୁତ ଦିନ ଧରି ନିଜ ସମ୍ପର୍କକୁ ଲୁଚାଇବା ପରେ ନିର୍ବନ୍ଧ ପରେ ସମ୍ପର୍କ ବିଷୟରେ ସମସ୍ତଙ୍କୁ ଜଣାଇଥିଲେ । ନିର୍ବନ୍ଧ ପରେ ପ୍ରଶଂସକ ଏହି ଦମ୍ପତିଙ୍କ ବିବାହକୁ ଅପେକ୍ଷା କରିଛନ୍ତି । ତେବେ ଦୁହିଁଙ୍କ ବିବାହ ଡିସେମ୍ବର ୪ରେ ହେବ ବୋଲି ଜଣା ପଡିଛି । ବିବାହରେ ଶୋଭିତା କଣ ପିନ୍ଧିବେ ତାକୁ ନେଇ ଚର୍ଚ୍ଚା ଚାଲିଛି । ଶୁଣିବାକୁ ମିଳୁଛି ଯେ ତାଙ୍କ ବିଶେଷ ଦିନରେ ଶୋଭିତା ପ୍ରକôୃତ ସୁନା ଜରିରେ ପ୍ରସ୍ତୁତ ପାରମ୍ପରିକ କାଞ୍ଜିବରମ ରେଶମ ଶାଢି ପିନ୍ଧିବେ । ଏହା ସହ ଏକ ଧଳା ଖଦି ଧୋତି ସହିତ ମେଳ ଖାଉଥିବା ସେଟ କିଣିବାକୁ ଯୋଜନା କରିଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login