The Ultimate Managed Hosting Platform
ADVERTISEMENT

ସର୍ବ ସାଧାରଣଙ୍କ ପାଇଁ ଖୋଲିଲା ରାଜଭବନ ଉଦ୍ୟାନ

Facebook
Twitter
LinkedIn

ଭୁବନେଶ୍ୱର : ସର୍ବସାଧାରଣଙ୍କ ପରିଦର୍ଶନ ନିମନ୍ତେ ଆଜିଠାରୁ ରାଜଭବନ ଉଦ୍ୟାନ ଖୋଲାଯାଇଛି। ର୍ଶକମାନେ ରାଜକୀୟ ଉଦ୍ୟାନ ବ୍ୟତୀତ ଭବନ ପରିସରରେ ଥିବା ମ୍ୟୁଜିକାଲ ଫାଉଣ୍ଟେନ୍, ୱାଟର ଫଲ୍, ଖୋଲା ଆକ୍ୱାରିୟମ୍, ହରିଣ ପାର୍କ, ମୟୂର ଓ ଅନ୍ୟାନ୍ୟ ପକ୍ଷୀ ଘର ପରିଦର୍ଶନ କରି ସୌନ୍ଦର୍ୟ୍ୟ ଉପଭୋଗ କରୁଛନ୍ତି। ଆଜି ତିନି ହଜାରରୁ ଊର୍ଦ୍ଧ୍ୱ ଜନସାଧାରଣ ରାଜଭବନର ମନୋରମ ଉଦ୍ୟାନ ପରିଦର୍ଶନ କରିଛନ୍ତି। ସ୍କୁଲ ପିଲାଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ସର୍ବସାଧାରଣଙ୍କ ପରିଦର୍ଶନ ପାଇଁ ଆସନ୍ତା ୨୨ ତାରିଖ ପର୍ୟ୍ୟନ୍ତ ଉଦ୍ୟାନ ଖୋଲା ରହିବ। କେବଳ ମୋବାଇଲ୍ ଆପ୍ ପଞ୍ଜୀକରଣ ମାଧ୍ୟମରେ ସର୍ବସାଧାରଣଙ୍କ ପ୍ରବେଶ ପାଇଁ ଅନୁମତି ଦିଆଯିବ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login