The Ultimate Managed Hosting Platform
ADVERTISEMENT

ସର୍ଟ ସର୍କିଟ ଯୋଗୁ ଜଳିଗଲା ଟ୍ରକ

Facebook
Twitter
LinkedIn

ସମ୍ବଲପୁର : ସର୍ଟ ସର୍କିଟ ରାସ୍ତାରେ ଜଳିଗଲା ଟ୍ରକ । ସମ୍ବଲପୁର –କଟକ ୫୫ ନଂ ଜାତୀୟ ରାଜପଥର ଦଳଖମଣ ଠାରେ ଜଳିଗଲା ଟ୍ରକ । ସର୍ଟ ସର୍କିଟ ଯୋଗୁଁ ରାସ୍ତା ମଝିରେ ଏକ ଟ୍ରକ ଜଳିଯାଇଛି । ତେବେ ଟ୍ରକର ଡ୍ରାଇଭର ଓ ହେଲପର ସୁରକ୍ଷିତ ଥିବା ସୂଚନା ମିଳିଛି ।
ଟ୍ରକରେ ସିମେଣ୍ଟ କାରଖାନାରେ ବ୍ୟବହୃତ ଦହନଶୀଳ ପଦାର୍ଥ ଥିଲା ବୋଲି କୁହାଯାଉଛି । ସମ୍ବଲପୁରରୁ ଅନୁଗୋଳ ଯାଉଥିଲା ଟ୍ରକ । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login