The Ultimate Managed Hosting Platform
ADVERTISEMENT

ସପାର ୩ ବିଧାୟକ ବିଦା

Facebook
Twitter
LinkedIn

ନୂଆଦିଲ୍ଲୀ : ସମାଜବାଦୀ ପାର୍ଟିର ୩ ବିଧାୟକ ଦଳରୁ ବହିଷ୍କୃତ । ୩ ବିଧାୟକଙ୍କୁ ବିଦା କଲା ସମାଜବାଦୀ ପାର୍ଟି । ଅଭୟ ସିଂହ, ରାଜେଶ ସିଂହ ଓ ମନୋଜ ପାଣ୍ଡେ ବହିଷ୍କୃତ । ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ ଦଳରୁ ବହିଷ୍କାର । ସମାଜବାଦୀ ପାର୍ଟି ଅଫିସିଆଲ ପେଜରେ ଲେଖାଯାଇଛି କି, “ସାମ୍ପ୍ରଦାୟିକ ବିଭାଜନକାରୀ ନକାରାତ୍ମକତା ଏବଂ ଚାଷୀ ବିରୋଧୀ, ମହିଳା ବିରୋଧୀ, ଯୁବ ବିରୋଧୀ, ବ୍ୟବସାୟ ବିରୋଧୀ, କର୍ମଚାରୀ ବିରୋଧୀ ଏବଂ ପିଡିଏ ବିରୋଧୀ ଚିନ୍ତାଧାରାକୁ ସମର୍ଥନ କରୁଥିଲେ । ଏହା ସମାଜବାଦୀ ସମନ୍ୱିତ ସକାରାତ୍ମକ ଚିନ୍ତାଧାରାର ବିପରୀତ । ସମାଜବାଦୀ ପାର୍ଟି ଜନସ୍ୱାର୍ଥରେ ଏହି ବିଧାୟକମାନଙ୍କୁ ଦଳରୁ ବହିଷ୍କାର କରୁଛି ।ଚିନ୍ତାଧାରା ପରିବର୍ତ୍ତନ ପାଇଁ ଏମାନଙ୍କୁ ଦିଆଯାଇଥିବା ଅବଧିର ସମୟ ସୀମା ଏବେ ପୂରଣ ହୋଇଛି । ଭବିଷ୍ୟତରେ ଜନବିରୋଧୀ ଲୋକଙ୍କ ପାଇଁ ମଧ୍ୟ ଦଳରେ କୌଣସି ସ୍ଥାନ ରହିବ ନାହିଁ । ଦଳର ମୌଳିକ ଚିନ୍ତାଧାରା ବିପରୀତ କାର୍ୟ୍ୟକଳାପ ସର୍ବଦା ଅକ୍ଷମଣୀୟ ବୋଲି ବିବେଚନା କରାଯିବ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ବିମାନରେ ମଦ ପିଇ କ୍ରୁ ମେମ୍ବରଙ୍କୁ ଗାଳି କଲେ ୨ ଯାତ୍ରୀ

ଏୟାର ଇଣ୍ଡିଆ ବିମାନରେ ପୁଣି ଯାନ୍ତ୍ରିକ ତ୍ରୁଟି, ରନୱେରୁ ଫେରିଗଲା ବିମାନ

ନୂଆଦିଲ୍ଲୀ : ଇନ୍ଦୋରରୁ ଭୁବନେଶ୍ବର ଆସୁଥିବା ଇଣ୍ଡିଗୋ ବିମାନରେ ଯାନ୍ତ୍ରିକ ତ୍ରୁଟି । ରନୱେରୁ ଫେରିଲା ବିମାନ । ବିମାନରେ ଥିଲେ ୧୪୦ ଯାତ୍ରୀ । ବିମାନରେ...

ADVERTISEMENT
ସପାର ୩ ବିଧାୟକ ବିଦା

ସପାର ୩ ବିଧାୟକ ବିଦା

ନୂଆଦିଲ୍ଲୀ : ସମାଜବାଦୀ ପାର୍ଟିର ୩ ବିଧାୟକ ଦଳରୁ ବହିଷ୍କୃତ । ୩ ବିଧାୟକଙ୍କୁ ବିଦା କଲା ସମାଜବାଦୀ ପାର୍ଟି । ଅଭୟ ସିଂହ, ରାଜେଶ ସିଂହ...

Login