The Ultimate Managed Hosting Platform
ADVERTISEMENT

ଏୟାର ଇଣ୍ଡିଆ ବିମାନରେ ପୁଣି ଯାନ୍ତ୍ରିକ ତ୍ରୁଟି, ରନୱେରୁ ଫେରିଗଲା ବିମାନ

Facebook
Twitter
LinkedIn

ନୂଆଦିଲ୍ଲୀ : ଇନ୍ଦୋରରୁ ଭୁବନେଶ୍ବର ଆସୁଥିବା ଇଣ୍ଡିଗୋ ବିମାନରେ ଯାନ୍ତ୍ରିକ ତ୍ରୁଟି । ରନୱେରୁ ଫେରିଲା ବିମାନ । ବିମାନରେ ଥିଲେ ୧୪୦ ଯାତ୍ରୀ । ବିମାନରେ ଯାନ୍ତ୍ରିକ ତ୍ରୁଟି ଥିବା ବିଷୟରେ ଜଣାପଡିବା ପରେ ପାଇଲଟ ରନୱେରୁ ଟର୍ମିନାଲକୁ ଫେରାଇଥିଲେ । ଇନ୍ଦୋରର ଅହଲ୍ୟାବାଇ ହୋଲକର ଏୟାରପୋର୍ଟରେ ଏହି ଘଟଣା ଦେଖିବାକୁ ମିଳିଥିଲା । ଏୟାରପୋର୍ଟର ନିର୍ଦ୍ଦେଶକ ବିପିନକାନ୍ତ ସେଠ କହିଛନ୍ତି, ଇଣ୍ଡିଗୋ 6E 6332 ରେ ଯାନ୍ତ୍ରିକ ତ୍ରୁଟି ବିଷୟର ପାଇଲଟ ଜାଣିବାକୁ ପାଇଥିଲେ । ବିମାନ ଉଡ଼ାଣ ଭରିବା ପାଇଁ ରନୱେକୁ ଯାଉଥିବା ବେଳେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଟର୍ମିନାଲକୁ ଫେରାଇ ଅଣାଯାଇଥିଲା । ବିମାନକୁ ତନଖି କରାଯାଇଥିବା ବେଳେ ବିମାନକୁ ଗନ୍ତବ୍ୟ ସ୍ଥଳକୁ ପଠାଯାଇଥିଲା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login