ବ୍ୟୁରୋ : ଆପଣ ଜାଣିଛନ୍ତି କି ସକାଳୁ ଉଠି ଆପଣ କାହା ମୁହଁ ଦେଖିଲେ ତାହା ଶୁଭ ହୋଇଥାଏ । ଆପଣ ଜାଣିଛନ୍ତି କି ? ଏସବୁ କଥା ଆମେ ବେଳେ ବେଳେ ଭାବୁଥାଉ । ତେଣୁ ସକାଳୁ ଉଠି ଆପଣ ଏହି ସବୁ କିଛି କରନ୍ତୁ ଯାହା ଦ୍ୱାରା ଆପଣଙ୍କର ଦିନଟି ମଙ୍ଗଳମୟ ହେବ । ସବୁବେଳେ ସକାଳୁ ବ୍ରାହ୍ମ ମୂହୁର୍ତ୍ତରୁ ଉଠିବେ । ଅର୍ଥାତ ୩-୪ ମଧ୍ୟରେ ଉଠିବେ । ବାହ୍ମ ମୂହୁର୍ତ୍ତରୁ ଉଠିଲେ ଦେହ ଭଲ ରୁହେ । ଅଯଥାରେ ସେମାନଙ୍କ ପଇସା ଖର୍ଚ୍ଚ ହୁଏ ନାହିଁ । ତେଣୁ ସୂର୍ଯ୍ୟୋଦୟ ପୂର୍ବରୁ ଆପଣଙ୍କୁ ଉଠିବାକୁ ପଡିବ । ସେହି ସମୟରେ ଉଠି ଆପଣ ପ୍ରଥମେ ନିଜର ଦୁଇ ହାତକୁ ଘସି ଦେବେ । ସେଥିରେ ଉର୍ଜା ଆସିଯିବ । ପ୍ରଥମେ ନିଜ ହସ୍ତକୁ ହିଁ ଦର୍ଶନ କରିବେ । ତେବେ ଆପଣ ଗୋମାତାଙ୍କୁ ବି ଦର୍ଶନ କରି ପାରିବେ । ଆଉ କାହାରି ମୁହଁ ଦେଖି ନ ଥିବେ ଯେପରି । ଏହା ଛଡା ସୈାଭାଗ୍ୟବତୀ ନାରୀଙ୍କୁ ବି ଦେଖିଲେ ଶୁଭ ନହୋଇଥାଏ । ଯିଏ ମସ୍ତକରେ ସିନ୍ଦୂର ଧାରଣ କରିଥିବେ । ସେ କଳହ ନାରୀ ହୋଇ ନ ଥିବେ । ତା ହେଲେ ଆପଣଙ୍କର ଦିନ ମଙ୍ଗଳଏବଂ ଶୁଭଙ୍କର ବି ହୋଇଥିବ । ତେଣୁ ସବୁ ବେଳେ ସକାଳୁ ନା ବ୍ରାହ୍ମଣ ଥିବେ ନା ଗୋମାତାଙ୍କର ଦର୍ଶନ ମିଳିବା ସମ୍ଭବ ନୁହେଁ । ତେଣୁ ସକାଳୁ ଉଠି ଆପଣ ନିଜ ପାପୁଲିକୁ ଦେଖିବେ । ତେବେ ଆପଣ ପାପୁଲିକୁ କାହିଁକି ଦେଖିବେ । ପାପୁଲିର ଅଗ୍ରଭାଗ କହିଲେ ଆଗ ଭାଗ ଯେଉଁଠି ଆମର ଆଙ୍ଗୁଠି ରହୁଛି ସେହି ଜାଗାରେ ମା ଲକ୍ଷ୍ମୀ ଅଛନ୍ତି । ମଝି ଭାଗ ଯେଉଁଠି ଦେଖିବେ ଆପଣ ଦୁଇ ହାତ କୁ ଯୋଡି ଦେବେ ମଝିର ଯେଉଁ ରେଖା ଦୁଇଟି ଯୋଡି ହୋଇ ଯାଉଥିବ ସେଠି ମା ସରସ୍ୱତୀ ଅଛନ୍ତି । ହାତର ମୂଳ ଭାଗ ଯେଉଁଠି ଆମେ ଘଣ୍ଟା ଲଗାଇଥାଏ ସେହି ମୂଳ ଭାଗରେ କେହି କେହି କୁହନ୍ତି ଭଗବାନ ବିଷ୍ଣୁ ଅଛନ୍ତି । ତେଣୁ ବ୍ରାହ୍ମ ମୂହୁର୍ତ୍ତରେ ଆପଣ ଉଠିଲେ ନିଜ ହାତକୁ ଦର୍ଶନ କରନ୍ତୁ ।
ସକାଳୁ ଉଠି କାହା ମୁହଁ ଦେଖିଲେ ଶୁଭ ?
Facebook
Twitter
LinkedIn
Facebook
Twitter
LinkedIn
Recent News
ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ
ପାଲଲହଡା : ପରକୀୟା ପ୍ରୀତି ହେଲା କାଳ । ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ । ଖମାର ଥାନା ସିଆରିମାଳିଆ...
ଛାଡପତ୍ର ପରେ ଦ୍ୱିତୀୟ ବିବାହ କଲେ ସମନ୍ଥା
ବ୍ୟୁରୋ : ଛାଡପତ୍ରର ୪ ବର୍ଷ ପରେ ଅଭିନେତ୍ରୀ ସମନ୍ଥା ଦେଲେ ଖୁସି ଖବର ।ପ୍ରେମିକ ରାଜଙ୍କୁ କଲେ ଦ୍ୱୀତାୟ ବିବାହ । ଏନେଇ ସୋସିଆଲ ମିଡିଆରେ...
ଦୁର୍ଘଟଣା ; ଚାଲିଗଲା ଗୋଟିଏ ପରିବାରର ୬ ଜଣଙ୍କ ଜୀବନ
ଉତ୍ତରପ୍ରଦେଶ ; ଉତ୍ତରପ୍ରଦେଶର ମୋରାଦାବାଦରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଯେଉଁଥିରେ ଗୋଟିଏ ପରିବାରର ୬ ସଦସ୍ୟଙ୍କର ମୃତ୍ୟୁ ଘଟିଛି । ଏକ ଦ୍ରୁତଗାମୀ...
କନଷ୍ଟେବଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ରାଉରକେଲା : ଝୁଲନ୍ତା ଅବସ୍ଥାରେ କନଷ୍ଟେବଳଙ୍କ ମୃତଦେହ ଉଦ୍ଧାର । ଉଦିତନଗର ଥାନା ବାସନ୍ତୀ କଲୋନୀ ବାସଭବନରୁ ଉଦ୍ଧାର । କେଉଁ ପରିସ୍ଥିତିରେ ପୋଲିସ କର୍ମଚାରୀ ଏଭଳି...










