ରାଉରକେଲା : ରାଉଲକେଲା ରେଳ ଷ୍ଟେସନରୁ ୬୦ କେଜି ରୁପା ଅଳଙ୍କାର ଜବତ । ରୁପା ଅଳଙ୍କାର ଜବତ ସହ ଜଣଙ୍କୁ ଅଟକ ରଖିଲା ଜିଆରପି । ରାଉରକେଲାରୁ ରାଞ୍ଚô ନେଇ ଯାଉଥିଲେ ରୁପା ଅଳଙ୍କାର । ବିନା ଜିଏସଟିରେ ରୁପା ଅଳଙ୍କାର ଚାଲାଣ ହେଉଥିବା ସନେ୍ଦହ । ରୁପା ଅଳଙ୍କାର ସମ୍ପର୍କରେ କୌଣସି ସଠିକ୍ ଉତ୍ତର ଦେଇନପାରିବାରୁ ଘଟଣାର ଅଧିକ ତଦନ୍ତ ପାଇଁ ଜିଏସଟି ବିଭାଗକୁ ହସ୍ତାନ୍ତର କରାଯାଇଥିବା ରାଉରକେଲା ଜିଆରପି ଥାନା ଅଧିକାରୀ ପ୍ରକାଶ କରିଛନ୍ତି । ବିନା ଜିଏସଟିରେ ରୁପା ଅଳଙ୍କାର ଚାଲାଣ ହେଉଥିବା ସନ୍ଦେହ କରାଯାଉଛି । ଘଟଣା ସମ୍ପର୍କରେ ଅଧିକ ତଦନ୍ତ ଆରମ୍ଭ କରିଛି ରାଉରକେଲା ଜିଏସଟି ବିଭାଗ ।
Views: 34