ବ୍ୟୁରୋ : ବାସ୍ତୁ ଅନୁସାରେ ଯଦି ଆପଣ କିମ୍ବା ଆପଣଙ୍କ ପିଲା ଶୋଇବା ସମୟରେ ଡରି ଚିହିଁକି ଉଠୁଛନ୍ତି କି , ବା ରାତି ଅଧରେ ଡରି ଉଠି ପଡୁଛନ୍ତି କି? ତେବେ ଏହି ଜିନିଷ ତକିଆ ତଳେ ରଖନ୍ତୁ । ଆପଣ ତକିଆ ତଳେ ଲୁହାର କିଛି ଜିନିଷ ରଖି ପାରିବେ । ଯାହା ଦ୍ୱାରା ଆପଣ ବିଭିନ୍ନ ଖରାପ ସ୍ୱପ୍ନରୁ ଦୁରେଇ ରହିବେ ।
ରବିବାର ଦିନ ଶୋଇବା ପୂର୍ବରୁ ରାତିରେ ଗ୍ଲାସରେ କ୍ଷୀର ନେଇ ମୁଣ୍ଡ ପାଖରେ ରଖିବେ । ଏହା ପରେ ସକାଳୁ ନିତ୍ୟକର୍ମ ସାରି ସେହି କ୍ଷୀରକୁ ନେଇ ଗଛ ମୂଳରେ ଅଜାଡି ଦେବେ । ଏହି ଉପାୟ ୭ ଟି ରବିବାର ଯାଏଁ କରନ୍ତୁ । ଧନ ସମସ୍ୟାରୁ ମୁକ୍ତି ମିଳିବ ।
ଯଦି ଆପଣ କିଛି ରୋଗକୁ ନେଇ ଚିନ୍ତିତ ଅଛନ୍ତି କିମ୍ବା ଅନେକ ଦିନ ଧରି ରୋଗ ଭଲ ହେଉ ନାହିଁ ତେବେ ଶୋଇବା ସମୟରେ ମୁଣ୍ଡର ପୂର୍ବ ଦିଗରେ ୧ ଟଙ୍କାର ମୁଣି ରଖି ଦିଅନ୍ତୁ । ଦେଖିବେ ଚମକôାର ହେବ ।
ବାସ୍ତୁ ଏବଂ ଜ୍ୟେତିଷ ଶାସ୍ତ୍ର ଅନୁସାରେ ରସୁଣକୁ ସୈାଭାଗ୍ୟର ପ୍ରତୀକ ବୋଲି ମାନୁଥିଲେ । ଯଦି ଆପଣ ରସୁଣ ଖୋଲାକୁ ମୁଣ୍ଡ ତଳେ ରଖି ଶୋଇବେ ତେବେ ଆପଣଙ୍କ ଆଖପାଖରେ ସକାରାତ୍ମକ ଉର୍ଜା ସଂଚାର ହେବ । ଏବଂ ଭଲ ନିଦ ମଧ୍ୟ ଆସିବ ।
ବାସ୍ତୁ ଶାସ୍ତ୍ର ଅନୁସାରେ ତକିଆ ତଳେ ଧନିଆ ରଖି ଶୋଇଲେ ରାହୁ ଦୋଷ କଟିଯାଏ । ଏହା ଦ୍ୱାରା ଆପଣ ମଧ୍ୟ ଖରାପ ସ୍ୱପ୍ନ ଦେଖିବାରୁ ଦୂରରେ ରହିବେ । ମାନସିକ ଚିନ୍ତାରୁ ମଧ୍ୟ ଦୂରରେ ରହିବେ ।
ଶୋଇବା ସମୟରେ କିଛି ଏପରି କରନ୍ତୁ .. ଅନେକ ସମସ୍ୟାରୁ ମିଳିବ ମୁକ୍ତି
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











