The Ultimate Managed Hosting Platform
ADVERTISEMENT

ଶୃଙ୍ଖଳା ଭଙ୍ଗ କରୁଛନ୍ତି ସୁଲତା : ଦେବାଶିଷ

Facebook
Twitter
LinkedIn

ଭୁବନେଶ୍ୱର : ସୁଲତାଙ୍କ ପୋଷ୍ଟକୁ ନେଇ ଦେବାଶିଷ ସାମନ୍ତରାୟଙ୍କ ପ୍ରତିକ୍ରିୟା । ମୁଁ କେବେ ଦଳକୁ ଆସିଛି ସେ କେବେ ଆସିଛନ୍ତି ଫରକ ଅଛି । ନବୀନ ପଟ୍ଟନାୟକ କହିବା ପରେ ଆମର କାହାର ଅଧିକାର ନାହିଁ । ଜୁନିୟର ହୋଇ କି ଦଳର ଶୃଙ୍ଖଳା ଭଙ୍ଗ କରୁଛନ୍ତି ସୁଲତା । ନବୀନ ପଟ୍ଟନାୟକଙ୍କ ଦୃଷ୍ଟିକୁ ନିଆଯାଇଛି , କାର୍ଯ୍ୟାନୁଷ୍ଠାନ ନେବେ । ସୂଚନାଯୋଗ୍ୟ, ବିବେକ ଅନୁସାରେ ଭୋଟ ଦେବାକୁ ନବୀନ କହୁଥିବାର ଏକ ଭିଡିଓ ଓ ଲେଖା, ଦଳୀୟ ସାଂସଦ ସୁଲତା ଦେଓ ସୋସିଆଲ ମିଡିଆରେ ପୋଷ୍ଟ କରିବା ପରେ ବିଜେଡିର ଦୋମୁହାଁ ନୀତି ପଦାରେ ପଡ଼ିଛି । ଅବଶ୍ୟ ନବୀନ ବିବେକାନୁମୋଦିତ କଥାଟା ଅତି ଚତୁରତାର ସହ କହିଥିଲେ । ଯାହାକୁ ନେଇ ବିଶେଷ ଆଲୋଚନା ହୋଇନଥିଲା। ସୁଲତା କେବଳ ନବୀନଙ୍କ ପୋଲ୍ ଖୋଲି ନାହାନ୍ତି, ସସ୍ମିତଙ୍କୁ ସମର୍ଥନ କରିବା ସହ ବିଜେଡି ସାଂସଦ ମୁନା ଖାଁ ଓ ଦେବାଶିଷ ସାମନ୍ତରାୟଙ୍କୁ ଟାର୍ଗେଟ କରିଥିଲେ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login