ନିଆଳି : ଶିଶୁପୁତ୍ରକୁ ୫ ହଜାରରେ ବିକ୍ରି କରିବା ଘଟଣା । ବାଲିପାଟଣା ଥାନା ଦେଉଳିଧରପୁରରେ ଶିଶୁକୁ ଛାଡି ପଳାଇଲା ଦଲାଲ । ଅଧାବାଟରୁ ଶିଶୁକୁ ଉଦ୍ଧାର କରି ଘରେ ଛାଡିଲେ ସ୍ଥାନୀୟ ଲୋକେ । ମୁଣ୍ଡାସାହି ଆଦିବାସୀ ବସ୍ତିରେ ଶିଶୁକୁ ଛାଡିଲେ ସ୍ଥାନୀୟ ଲୋକେ । ଗତ ମଙ୍ଗଳବାର ଦିନ ନିଆଳି ମୁଣ୍ଡା ସାହିର ସୁକାନ୍ତ ସିଂ ତାର ଅଢେଇ ବର୍ଷର ପୁଅକୁ ୫ ହଜାର ଟଙ୍କାରେ ବିକ୍ରି କରିଦେଇଥିବା ଅଭିଯୋଗ ହୋଇଥିଲା । ଏନେଇ ଖବର ପ୍ରସାରଣ ପରେ ନିଆଳି ଥାନା, ଜୀବନେଜ୍ୟାତି ଶିଶୁ ବିକାଶ ସଙ୍ଗଠନ ସମ୍ପାଦକ, କଟକ ଜିଲ୍ଲା ଶିଶୁ ମଙ୍ଗଳ କମିଟି, ଶିଶୁ ସୁରକ୍ଷା ୟୁନିଟର ସମାଜସେବୀ ଓ ନିଆଳି ଏସଡିପିଓ ମୁଣ୍ଡା ସାହିରେ ପହଞ୍ଚି ଘଟଣାର ତଦନ୍ତ କରିଥିଲେ। ତଦନ୍ତ ସମୟରେ ସୁକାନ୍ତ ସିଂ ଘରେ ନଥିବା ବେଳେ ସେଠାରେ ଥିବା ତାର ଅନ୍ୟ ୪ଟି ପୁଅ, ଝିଅଙ୍କ ସହିତ କଥା ହୋଇଥିଲେ। ପରେ ଉକ୍ତ ଘଟଣାରେ ଦଲାଲ ସାଜିଥିବା ନିଆଳି ନିକଟସ୍ଥ ଖୋର୍ଦ୍ଧା ଜିଲ୍ଲା ମଉକା ସାହିର ଅନୁ ମଲ୍ଲିକଙ୍କ ଘରେ ପହଁଞ୍ଚିଥିଲେ। ଅନୁ ପ୍ରଥମେ କଥାକୁ ଏଡାଇ ଦେଇଥିବା ବେଲେ ପରେ ପିଲା ବିକ୍ରି କଥାକୁ ସ୍ୱୀକାର କରିବା ସହ ଆଜି ପିଲାକୁ ଆଣି ପହଁଚାଇବେ ବୋଲି କହିଥିଲେ। ସେପଟେ ଗତକାଲି ସନ୍ଧ୍ୟାରେ ବାପା ସୁକାନ୍ତକୁ ପୁଲିସ ଥାନାକୁ ଆଣି ଅଟକ ରଖି ପଚରା ଉଚରା ଜାରି ରହିଛି।
ଶିଶୁକୁ ଛାଡି ପଳାଇଲା ଦଲାଲ
Facebook
Twitter
LinkedIn
Facebook
Twitter
LinkedIn
Recent News
Best Live Casino Games Evolution Games
From my experience, it can be hard as a beginner to know which live dealer games to play. Operators must...
Valor Bet App Biggest playing feel
It is crucial to identify trustworthy aviator betting websites to experience a safe and uninterrupted gaming environment. Numerous platforms in...
Divertimento_assicurato_e_chicken_road_in_questa_sfida_a_evitare_pericoli_sulla
Divertimento assicurato e chicken road in questa sfida a evitare pericoli sulla strada virtualeLa Meccanica di Base e le Strategie...







