The Ultimate Managed Hosting Platform
ADVERTISEMENT

ଶିଶୁ ଭବନ ଛକରେ ପୋଲିସ-ସମିତିସଭ୍ୟ ଧସ୍ତାଧସ୍ତି

Facebook
Twitter
LinkedIn

ଭୁବନେଶ୍ବର : ଭୁବନେଶ୍ଵରରେ ପୋଲିସ-ସମିତିସଭ୍ୟ ଧସ୍ତାଧସ୍ତି । ଶିଶୁଭବନ ଛକରେ ମୁହାଁମୁହିଁ । ବ୍ୟାରିକେଡ଼ ଭାଙ୍ଗି ଧସେଇ ପଶିବା ବେଳେ ସମିତିସଭ୍ୟ ମାନଙ୍କୁ ଉଠାଇ ନେଲା ପୋଲିସ । କମ୍ ପାରିତୋଷିକ ବୃଦ୍ଧିକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ସମିତିସଭ୍ୟ। ବିଭିନ ଜିଲ୍ଲାରୁ ସମିତିସଭ୍ୟମାନେ ଆସି ରାଜଧାନୀରେ ଏକାଠି ହୋଇଥିଲେ । ସରପଞ୍ଚଙ୍କ ଠାରୁ ସେମାନଙ୍କୁ କମ ପାରିତୋଷିକ ମିଳିବାର ପ୍ରତିବାଦ ସହ ପଞ୍ଚାୟତ କାର୍ୟ୍ୟାନଳୟରେ ସେମାନଙ୍କ ପାଇଁ ଅଫିସ ଦାବି କରିଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login