The Ultimate Managed Hosting Platform
ADVERTISEMENT

ଶିଶୁ କନ୍ୟାକୁ ମାରି ଫିଙ୍ଗିଦେଲେ !

Facebook
Twitter
LinkedIn

ପିପିଲି : ସ୍ୱାମୀ-ସ୍ତ୍ରୀ ଝଗଡାର କରୁଣ ପରିଣତି । ଦେଢ ବର୍ଷର ଶିଶୁ କନ୍ୟାକୁ ମାରି ଫିଙ୍ଗିଦେଇଥିବା ସନେ୍ଦହ କରାଯାଉଛି । ଡେଲାଙ୍ଗ ଚାଇଁପୁର ପଞ୍ଚାୟତ ଷଡାଭୋଇ ଗାଁର ଘଟଣା । ଗାଁ ପୋଖରୀରୁ ମିଳିଲା ଶିଶୁ କନ୍ୟାର ମୃତଦେହ । ତେବେ ହତ୍ୟା ସନେ୍ଦହ ହେଉଥିବା ବେଳେ ଘଟଣାସ୍ଥଳରେ ପିପିଲି ଏସଡିପିଓଙ୍କ ତଦନ୍ତ ଜାରି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଆଜିର ANM ପରୀକ୍ଷା ସ୍ଥଗିତ

ଆଜିର ANM ପରୀକ୍ଷା ସ୍ଥଗିତ

ଭୁବନେଶ୍ୱର : ସ୍ଥଗିତ ହେଲା ANMର ଦ୍ୱିତୀୟ ବର୍ଷ ଆଜିର ପରୀକ୍ଷା । ପଞ୍ଚମ ପେପର –ମିଡ ବ୍ୱାଇଫେରୀ ପରୀକ୍ଷା ସ୍ଥଗିତ । ପରବର୍ତ୍ତୀ ନିଦେ୍ର୍ଦଶନାମା ପର୍ଯ୍ୟନ୍ତ...

ADVERTISEMENT
ନିୟମ ବଦଳାଇଲା ଡିଜିସିଏ , ସ୍ୱାଭାବିକ ହୋଇପାରେ ବିମାନ ଚଳାଚଳ

ନିୟମ ବଦଳାଇଲା ଡିଜିସିଏ , ସ୍ୱାଭାବିକ ହୋଇପାରେ ବିମାନ ଚଳାଚଳ

ନୂଆଦିଲ୍ଲୀ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା ଦେଇଥିବା ସଙ୍କଟକୁ ନେଇ ବଡ ପଦକ୍ଷେପ ନେଇଛି ଡିଜିସିଏ । ନିୟମରେ ପରିବର୍ତ୍ତନ କରି ଡିଜିସିଏ ସାପ୍ତାହିକ...

Login