The Ultimate Managed Hosting Platform
ADVERTISEMENT

ଶିଶୁ କନ୍ୟାକୁ ମାରି ଫିଙ୍ଗିଦେଲେ !

Facebook
Twitter
LinkedIn

ପିପିଲି : ସ୍ୱାମୀ-ସ୍ତ୍ରୀ ଝଗଡାର କରୁଣ ପରିଣତି । ଦେଢ ବର୍ଷର ଶିଶୁ କନ୍ୟାକୁ ମାରି ଫିଙ୍ଗିଦେଇଥିବା ସନେ୍ଦହ କରାଯାଉଛି । ଡେଲାଙ୍ଗ ଚାଇଁପୁର ପଞ୍ଚାୟତ ଷଡାଭୋଇ ଗାଁର ଘଟଣା । ଗାଁ ପୋଖରୀରୁ ମିଳିଲା ଶିଶୁ କନ୍ୟାର ମୃତଦେହ । ତେବେ ହତ୍ୟା ସନେ୍ଦହ ହେଉଥିବା ବେଳେ ଘଟଣାସ୍ଥଳରେ ପିପିଲି ଏସଡିପିଓଙ୍କ ତଦନ୍ତ ଜାରି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login