The Ultimate Managed Hosting Platform
ADVERTISEMENT

ଶଙ୍ଖ ଭବନରେ ମହିଳା ନେତ୍ରୀଙ୍କ ବୈଠକ

Facebook
Twitter
LinkedIn

ଭୁବନେଶ୍ୱର : ଶଙ୍ଖ ଭବନରେ ବିଜେଡି ମହିଳା ନେତ୍ରୀଙ୍କ ବୈଠକ । ସାମିଲ ହେଲେ ଏକାଧିକ ମହିଳା ନେତ୍ରୀ । ସଭାନେତ୍ରୀ ସ୍ନେହାଙ୍ଗୀନ ଛୁରିଆଙ୍କ ଅଧ୍ୟକ୍ଷତାରେ ବସିଛି ବୈଠକ । ତେବେ କେଉଁ କାର୍ଯ୍ୟ ଆଧାରେ ବୈଠକ ବସିଛି ଜଣାପଡିନାହିଁ । ଅନ୍ୟପଟେ ଆଜି ସୋସିଆଲ ମିଡିଆରେ ସ୍ନେହାଙ୍ଗିନୀ ଛୁରିଆଙ୍କ ନାଁ ନ ନେଇ ତେରଛାବାଣ ମାରିଛନ୍ତି ଶ୍ରୀମୟୀ ମିଶ୍ର ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login