The Ultimate Managed Hosting Platform
ADVERTISEMENT

ଲୋକଙ୍କୁ ଧମକାଉଛନ୍ତି ଅଫିସର: ପ୍ରଦୀପ

Facebook
Twitter
LinkedIn

ଭୁବନେଶ୍ୱର : ସ୍ୱାସ୍ଥ୍ୟ, ଶିକ୍ଷା, ଆଇନଶୃଙ୍ଖଳା ନେଇ ସରକାରଙ୍କୁ ବିଜେପିର ଟାର୍ଗେଟ । ସମାଲୋଚନା କଲେ ବିଜେପି ନେତା ପ୍ରଦୀପ ପାଣିଗ୍ରାହୀ । ଭିତ୍ତିଭୂମି ଅଭାବ ଯୋଗୁଁ ଏମକେସିଜି ମେଡିକାଲ ସ୍ୱାସ୍ଥ୍ୟ ସୁବିଧା ଯୋଗାଇପାରୁନି । ସ୍ୱାସ୍ଥ୍ୟ ସହ ଶିକ୍ଷା ବ୍ୟବସ୍ଥା ବି ଗଂଜାମରେ ସମ୍ପୁର୍ଣ୍ଣ ଭୁଶୁଡି ପଡିଛି । ମୁଖ୍ୟମନ୍ତ୍ରୀଙ୍କ ହାତରେ ଗୃହ ବିଭାଗ , ଗଂଜାମରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ । ଦିନକୁ ଦିନ ଗଂଜାମରେ କାହିଁକି ହତ୍ୟା ବଢି ଚାଲିଛି ମୁଖ୍ୟମନ୍ତ୍ରୀ ଜବାବ ଦିଅନ୍ତୁ । ଏକାଧିକ ବରିଷ୍ଠ ଅଫିସରଙ୍କୁ ବଦଳି ସତ୍ତ୍ୱେ ଦୈାରାତ୍ମ୍ୟ କମିନାହିଁ । ବିଜେଡିରେ ଏଜେଣ୍ଟ ସାଜିଥିବା ଅଫିସରମାନେ ଲୋକଙ୍କୁ ଧମକାଉଛନ୍ତି । ଜିଲ୍ଲାପାଳଙ୍କୁ କେତୋଟି ନମ୍ବର ଦିଆଯାଇଛି । ଜିଲ୍ଲାପାଳ କାହା ସହ କଥା ହୋଇଛନ୍ତି , ସିଡିଆର ଯାଞ୍ଚ ହେଉ । ସିଏଣଓ କେତେ ନମ୍ବର , କାହା ଜରିଆରେ ଅପରେଟ ହେଉଛି । ମୁଖ୍ୟମନ୍ତ୍ରୀ ଏହାର ଜବାବ ରଖନ୍ତୁ ବୋଲି ଦାବି କଲେ ପ୍ରଦୀପ ପାଣିଗ୍ରାହୀ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login