The Ultimate Managed Hosting Platform
ADVERTISEMENT

ରେଷ୍ଟୁରାଣ୍ଟରୁ ମଗାଇଥିଲେ ମସାଲା ଦୋସା , ଆଉ ଅର୍ଡରେ ଆସିଲା କିଛି ଏପରି ..

Facebook
Twitter
LinkedIn

ନୂଆଦିଲ୍ଲୀ : ଆଜି କାଲିର ଟ୍ରେଣ୍ଡରେ ପ୍ରାୟତଃ ଅନେକ ଅର୍ଡର କରି ଖାଦ୍ୟ ଖାଇ ଦେଉଛନ୍ତି । ଖାଦ୍ୟ ଭିତରେ ମସାଲା ଦୋସା ସବୁଠୁ ଭଲ ଜଳଖିଆ ଅଟେ । ଏହାକୁ ଡିନର ବ୍ରେକଫାଷ୍ଟ ଏବଂ ଲଂଚରେ ଆପଣ ମାନେ ଖାଇ ପାରିବେ । ଦୋସାକୁ ଲୋକମାନେ ବିଭିନ୍ନ ପ୍ରକାରର ଫ୍ଲେଭର ଦେଇ ଭିନ୍ନ ଭିନ୍ନ କରି ଖାଉଛନ୍ତି । ତେଣୁ ମସାଲା ଦୋସାକୁ ନେଇ ଜଣେ ଟ୍ୱିଟର ୟୁଜର ଟ୍ୱିଟ କରି ଲେଖିଛନ୍ତି କି , ସେ ମସାଲା ଦୋସା ଅର୍ଡର କରିଥିବା ବେଳେ ରେଷ୍ଟୁରାଣ୍ଟ ପକ୍ଷରୁ ମସାଲା ଏବଂ ଦୋସା ବା ଚକୁଳିର ପିଠା ଟି ଅଲଗା ଆସିଥିଲା । ୟୁଜର ଜଣକ ମସାଲା ଦୋସା ତ ଖାଇଥିଲେ କିନ୍ତୁ ଆଳୁର ମାସାଲାକୁ ଫ୍ରିଜରେ ରଖିଥିଲେ । ତା ପର ଦିନ ନିଜେ ସେହି ମସଲାକୁ ବ୍ୟବବହାର କରି ମସାଲା ଦୋସା କରି ଖାଇଲେ ।
ରାମକୀ ନାମକ ଜଣ ୟୁଜର ଫଟୋ ପୋଷ୍ଟ କରିବା ସହିତ ଲେଖିତିଲେ କି , ମୁଁ ହେଉଛି ଜଣେ ଫୁଡ ବ୍ଲଗର । ମୁଁ ଗତକାଲି କୃଷ୍ଣ ଛାୟାରୁ ମସାଲା ଦୋସା ମଗାଇଥିଲି । ସେମାନେ ମସାଲା ଏବଂ ଦୋସା ଅଲଗା ଅଲଗା ପଠାଇଥିଲେ । ମୁଁ ଦୋସା ଖାଇଥିଲି । ମସାଲାକୁ ଫ୍ରିଜରେ ରଖି ଦେଇଥିଲି । ପୁଣି ଥରେ ଆଜି ମସାଲା ଦୋସା ତିଆରି କରି ଖାଇଛି । ମସଲାର ଅର୍ଥ ଲାଲ ଚଟନୀ ଯାହାକୁ ଦୋସା ଉପରେ ଲଗାଯାଏ । ଦୋସାରେ ଦିଆଯାଉଥିବା ଆଳୁକୁ ପଲ୍ୟା କୁହାଯାଏ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଜଙ୍ଗଲରେ ଯୁବକ ଯୁବତୀଙ୍କ ମୃତଦେହ

ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁ ; ଯବାନ ସ୍ୱାମୀ ଅଟକ

କୋରାପୁଟ : ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁକୁ ନେଇ ଯବାନ ସ୍ୱାମୀଙ୍କୁ ଅଟକ ରଖିଲା ପୋଲିସ । ଘର ଭିତରେ ପୋଡିଯାଇ ଆଇଆରବି ଯବାନଙ୍କ ପତ୍ନୀଙ୍କ ମୃତ୍ୟୁ ମାମଲା...

ADVERTISEMENT
ଓଏସଏସସି ସ୍କାମ ; ସିବିଆଇ ତଦନ୍ତ ଦାବି

CBI ଜାଲରେ RPF ହାବିଲଦାର

ରାଉରକେଲା : ସିବିଆଇ ଜାଲରେ ବନ୍ଧମୁଣ୍ଡା ଅଞ୍ଚଳର ଆରପିଏଫ ହାବିଲଦାର । ୧୫ ହଜାର ଟଙ୍କା ଲାଞ୍ଚ ନେଇ ଆରପିଏଫ ହାବିଲହାର ମହମ୍ମଦ ଇଜହାର କାବୁ ।...

Login