ନୂଆଦିଲ୍ଲୀ : କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ଘରେ ପୁଲିସ ଟିମ୍ । ୨ ଘଣ୍ଟା ହେଲା ଡେରା ପକାଇଛି ଦିଲ୍ଲୀ ପୁଲିସ ଟିମ୍ । ଶ୍ରୀନଗରରେ ଦୁଷ୍କର୍ମ ପୀଡିତାଙ୍କୁ ନେଇ ରଖିଲେ ବୟାନ । ଦିଲ୍ଲୀ ପୋଲିସର ନୋଟିସର ଜବାବ ଦେଇନାହାନ୍ତି ରାହୁଲ । ରାହୁଲଙ୍କ ଘରେ ବରିଷ୍ଠ କଂଗ୍ରେସ ନେତା ଉପସ୍ଥିତ । ରାହଲଙ୍କ ବାସଭବନ ବାହାରେ କଂଗ୍ରେସ କର୍ମକର୍ତ୍ତାଙ୍କ ବିକ୍ଷୋଭ ।
ଯୈ÷ାନ ଶୋଷଣ ମାମଲାରେ ଦିଆଯାଇଥିବା ବୟାନ ସମ୍ପର୍କରେ ପଚରାଉଚରା ପାଇଁ ପୋଲିସ ପହଁଚିଥିଲା । ଏହି ମାମଲା ନେଇ ରାହୁଲ ଗାନ୍ଧୀଙ୍କୁ ନୋଟିସ କରିଥିଲା ପୁଲିସ । କିନ୍ତୁ ଏ ନେଇ କୈାଣସି ଉତ୍ତର ରଖି ନାହାନ୍ତି ରାହୁଲ ଗାନ୍ଧୀ । ସେପଟେ ସିଏମ ଅଶୋକ ଗେହଲଟ କହିଛନ୍ତି କି , ଏ ସବୁ କିଛି ଶାହାଙ୍କ ନେତୃତ୍ୱରେ ହେଉଛି ।
Views: 88