ଭୁବନେଶ୍ୱର : ଏପ୍ରିଲ ୬ରୁ ବିଜେପି ଓବିସି ମୋର୍ଚ୍ଚାର ଗାଁ ଗାଁ ଚାଲ , ଘର ଘର ଚାଲ ଅଭିଯାନ । ଏପ୍ରିଲ ୬ ପ୍ରତିଷ୍ଠା ଦିବସରୁ ବିଜେପିର ୯ ଦିନିଆ ଅଭିଯାନ । ୯ ଦିନିଆ ଅଭିଯାନରେ ୧ ଲକ୍ଷ ଗାଁ , ୧୦ ଲକ୍ଷ ଘରେ ପହଁଚିବ ଦଳ । ମୋଦି ସରକାରଙ୍କ ଜନକଲ୍ୟାଣ ଯୋଜନାକୁ ନେଇ ଲୋକଙ୍କ ପାଖକୁ ଯିବ । ପ୍ରେସମିଟରେ ବିଜେପି ଓବିସି ମୋର୍ଚ୍ଚା ଜାତୀୟ ଉପାଧ୍ୟକ୍ଷଙ୍କ ସୂଚନା ।
Views: 139











