ଭୁବନେଶ୍ୱର : ଅଗଷ୍ଟ ମାସରୁ ରାସନ କାର୍ଡ ପାଇଁ ଇ-କେୱାଇସି ପ୍ରକ୍ରିୟା ଆରମ୍ଭ ହୋଇଛି । କିନ୍ତୁ ଏଯାବତ୍ ୬୯ ଲକ୍ଷ ୪୯ ହଜାର ୯୮୦ ଜଣ ହିତାଧିକାରୀ ଇ-କେୱାଇସି କରି ନାହାନ୍ତି । ତେଣୁ ଆଗାମୀ ସମୟରେ ପ୍ରୟ ୭୦ ଲକ୍ଷ ହିତାଧିକାରୀଙ୍କ ନାଁ ରାସନ କାର୍ଡ ତାଲିକାରୁ କଟିଯିବ ବୋଲି କୁହାଯାଉଛି । ଏହା ଭିତରେ ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ହିତାଧିକାରୀ ରହିଛନ୍ତି । କେବଳ ଗଞ୍ଜାମ ନୁହେଁ କଳାହାଣ୍ଡି, ମୟୂରଭଞ୍ଜ, ନବରଙ୍ଗପୁରରେ୪ ଲକ୍ଷରୁ ଅଧିକ ଲୋକ କରି ନାହାନ୍ତି ଇ-କେୱାଇସି ।
Views: 43